ବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବିଞ୍ଝାରପୁର (କ୍ରମିକ ସଂଖ୍ୟା: ୪୮) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିଞ୍ଝାରପୁର ବ୍ଳକ ଓ ଦଶରଥପୁର ବ୍ଳକର କିଛି ଅଞ୍ଚଳ ।[୨][୩]

ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୨,୬୪୪
ଜିଲ୍ଲା: ଯାଜପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଯାଜପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥିନୀ ବବିତା ମଲ୍ଲିକଙ୍କଠାରୁ ୩୮୧୯୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମିଳା ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବବିତା ମଲ୍ଲିକଙ୍କଠାରୁ ୩୧,୮୬୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବିଞ୍ଝାରପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରମିଳା ମଲ୍ଲିକ ୬୬,୫୦୭ ୬୧.୦୫ -
କଂଗ୍ରେସ ବବିତା ମଲ୍ଲିକ ୩୪,୬୪୬ ୩୧.୮୦ -
ଭାଜପା ମାନସ ରଞ୍ଜନ ମଲ୍ଲିକ ୪,୧୫୯ ୩.୮୨ -
ବସପା ଅକ୍ଷୟ କୁମାର ମଲ୍ଲିକ ୧,୯୮୧ ୧.୮୨ -
ସ୍ୱାଧୀନ ସୁରେନ୍ଦ୍ର ମଲ୍ଲିକ ୧,୦୮୪ ୧.୦୦ -
ସମୃଦ୍ଧ ଓଡ଼ିଶା ଲଛମନ ଜେନା ୩୨୧ ୦.୨୯ -
ସ୍ୱାଧୀନ ଅମର ମଲ୍ଲିକ ୨୪୩ ୦.୨୨ -
ଭୋଟ ବ୍ୟବଧାନ ୩୧,୮୬୧ ୨୯.୨୫* -
ମତଦାନ ହାର ୧,୦୮,୯୭୯ ୬୦.୫୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Binjharpur Assembly Election 2009, Orissa". empoweringindia.org. Retrieved 7 June 2013. Constituency: Binjharpur (48) District : Jajpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 31861
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 29-Binjharpur Constituency of ORISSA". eci.nic.in. 2006. Retrieved 7 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ ସମ୍ପାଦନା