ବିଜୟୱାଡା ବିମାନ ବନ୍ଦର

ବିଜୟୱାଡା ବିମାନ ବନ୍ଦର  (IATA: VGAICAO: VOBZ) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ବିଜୟୱାଡା ସହରରେ ଅବସ୍ଥିତ ଏକ ସର୍ବସାଧାରଣ ବିମାନ ବନ୍ଦର । ଏହା ସହରଠାରୁ 13.5 କିଲୋମିଟର ଦୂରରେ ଚେନ୍ନଇ- କଲିକତା ଜାତୀୟ ରାଜପଥ ଉପରେ ଅବସ୍ଥିତ । ଏହାର ରନୱେକୁ 2011 ମସିହାରେ ପରିବର୍ଧିତ କରାଯାଇଥିଲା ।[୪] ଏହି ବିମାନ ବନ୍ଦର ଆନ୍ଧ୍ର ପ୍ରଦେଶର ନୂତନ ପ୍ରସ୍ତାବିତ ରାଜଧାନୀ ଅମରାବତିକୁ ମଧ୍ୟ ସେବା ଯୋଗେଇବ । ଭବିଷ୍ୟତରେ ପରିବର୍ଧିତ ଟ୍ରାଫିକ ପାଇଁ ସରକାର ଏହାର ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଛନ୍ତି । [୫]

ବିଜୟୱାଡା ବିମାନ ବନ୍ଦର
విజయవాడ విమానాశ్రయము
Vijayavāḍa Vimānāśrayamu
IATA: VGAICAO: VOBZ
ସାରକଥା
ବିମାନ ବନ୍ଦର ପ୍ରକାର Public
Owner AAI
ପରିଚାଳକ Airports Authority of India
ସେବା Vijayawada
ଅବସ୍ଥାନ Gannavaram
 India
Hub for
ଉଚ୍ଚତା (ସମୁଦ୍ର ଠାରୁ) 82 ft / 25 m
ଦିଗବାରେଣି 16°31′59.88″N 80°40′0″E / 16.5333000°N 80.66667°E / 16.5333000; 80.66667
Map
VGA is located in Andhra Pradesh
VGA
VGA
VGA is located in India
VGA
VGA
ରନବେ
ଦିଗ ଲମ୍ବ ଭୂମି
ft m
08/26 7500 2286 Asphalt
Statistics (Apr 2015 - Mar 2016)
Passenger movements 3,98,643 (Increase71.9%)
Source: AAI,[୧][୨][୩]

ଇତିହାସ  ସମ୍ପାଦନା

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବିମାନ ବନ୍ଦର ବ୍ରିଟିଶ ରାଜକୀୟ ସେନା ପାଇଁ ଏୟାର ବେସ ଭାବରେ କାର୍ଯ୍ୟ କରିଥିଲା । 2003 [୬]ମସିହାରେ ଏହାକୁ ବେସାମରିକ ବିମାନ ବନ୍ଦରରେ ପରିବର୍ତିତ କରି ଏୟାର ଡେକାନ ଏଠାରୁ ହାଇଦରାବାଦ - ବିଜଯୱାଡା ଦୈନିକ ବିମାନ ସେବା ଆରମ୍ଭ କରିଥିଲା । 2011ମସିହା ଯାଏ ଏଠାରୁ କିଙ୍ଗ ଫିଶର [୭]ସହ ମାତ୍ର 4ଟି ଉଡାଣ ଦୈନିକ ହଉଥିଲା ।ତେବେ ବର୍ତ୍ତମାନ ଅନେକ ନୂତନ ଘରେଇ ବିମାନ କମ୍ପାନୀଦ୍ୱାରା ବହୁଳ ସଂଖ୍ୟାରେ ବିମାନ ପ୍ରଚଳିତ ।  

ଏହାର ସମୁଦାୟ ଆୟତନ 537 ଏକର ଓ ରନୱେ  2.286 ମିଟର । ଏଠାରେ 4ଟି ପାର୍କିଂ ବେ ରହିଛି ।[୮]

ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ  ସମ୍ପାଦନା

ବିମାନ ସେବା ଗନ୍ତବ୍ୟ 
Air Costa Bangalore, Visakhapatnam
Air India Delhi, Hyderabad
Air India Regional Hyderabad, Visakhapatnam
SpiceJet Bangalore, Chennai, Hyderabad, Tirupati, Visakhapatnam

ଘଟନା ଓ ଦୁର୍ଘଟଣା  ସମ୍ପାଦନା

  • 1980 ମସିହା ଅଗଷ୍ଟ 28 ତାରିଖରେ ଏଠାରେ ହୁନ  ଏୟାର କମ୍ପାନୀର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ନଷ୍ଟ ହେଇ ଯାଇ ଥିଲା ।[୯]

ଆଧାର  ସମ୍ପାଦନା

  1. "Traffic Statistics-2016" (PDF). AAI. Retrieved 2 May 2016.
  2. "Aircraft Movements-2016" (PDF). AAI. Retrieved 2 May 2016.
  3. "Cargo Statistics-2016" (PDF). AAI. Retrieved 2 May 2016.
  4. "Extended airport runway trial begins in Vijayawada". The Hindu.
  5. "AAI to make modifications at Gannavaram airport". The Hindu. 18 September 2014.
  6. "One more flight for Vijayawada". The Hindu. 23 November 2005.
  7. "Another pvt airliner to operate from Gannavaram". Times of India. Archived from the original on 2013-01-26. Retrieved 2016-12-09.
  8. "Air India's new link between Delhi and Vijayawada". Air India. Retrieved 28 October 2011.
  9. "Accident description". Aviation Safety Network. Retrieved 8 October 2009.

ବାହାର ଲିଙ୍କ  ସମ୍ପାଦନା