[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାଲିଘାଟ ବନ୍ଦର
ଦେଶ ଭାରତ
ଜିଲ୍ଲାବାଲେଶ୍ୱର
ଭାଷା
Time zoneUTC+୫.୩୦ (ଆଇ.ଏସ୍.ଟି)

ବାଲିଘାଟ ବନ୍ଦର ଓଡ଼ିଶାର ବାଲେଶ୍ୱରରେ ଥିବା ଏକ ପୁରାତନ ବନ୍ଦର ଯାହା ଏବେ ମୁଖ୍ୟତ ମାଛଧରା ବନ୍ଦର ଭାବରେ ବ୍ୟବହାର ହୋଇଥାଏ ।

ବାଲିଘାଟରେ ବୁଢାବଳଙ୍ଗ ଉପରେ ପୋଲ ସମ୍ପାଦନା

ଏଠାରେ ପ୍ରଥମେ ଫେବୃଆରୀ ୨୦୦୫ ବେଳକୁ "ବାଲିଘାଟ ଗାଆଁ" ପାଖର ୨୩ଟି ପଞ୍ଚାୟତର ଲୋକେ ଏକ କାଠପୋଲ ତିଅରି କରିଥିଲେ[୧] ପରେ ୨୦୦୫ ମେ ମାସରେ ଏଠାରେ ନଦୀ ଉପରେ ଏକ ପୋଲ ତିଆରି କରାଯାଇଛି ।[୨]

ଆହୁରି ଦେଖନ୍ତୁ ସମ୍ପାଦନା

ଗ୍ୟାଲେରି ସମ୍ପାଦନା

 
ବୁଢାବଳଙ୍ଗ ନଦୀ କଡରେ ଡଙ୍ଗା
 
ବୁଢାବଳଙ୍ଗ ନଦୀଶଯ୍ୟା ଡଙ୍ଗା ରହିବା ଜାଗା
 
ମାଛଧରା ଟ୍ରଲର ଓ ଜାହାଜ ରହିବାଜାଗା
 
ଜାହାଜ ମରମତି କରିବା ଜାଗା
 
ପୋଲ ଉପରୁ ବାଲିଘାଟର ମନୋରମ ଦୃଶ୍ୟ
 
ବାଲିଘାଟରେ ଥିବା ମନ୍ଦିର
 
ବାଲିଘାଟରେ ସୁର୍ଯ୍ୟାସ୍ତ
 
ବାଲିଘାଟରେ ସୁର୍ଯ୍ୟାସ୍ତ
 
ବାଲିଘାଟ ଜଗନ୍ନାଥ ମନ୍ଦିର

ଦ୍ରଷ୍ଟବ୍ୟ ସମ୍ପାଦନା

ଛାଞ୍ଚ:ବାଲେଶ୍ୱର