ବକ୍ସିଙ୍ଗ-ଗ୍ରୀଷ୍ମ ଅଲମ୍ପିକ ୨୦୧୬

୨୦୧୬ ଗ୍ରୀଷ୍ମ ଅଲମ୍ପିକ ବକ୍ସିଙ୍ଗ ପ୍ରତିଯୋଗିତା କାର୍ଯ୍ୟକ୍ରମ ୬ରୁ ୨୧ ଅଗଷ୍ଟ ୨୦୧୬ ରିଓ ଡ଼ି ଜେନେରିଓର ରିଓସେନ୍ଟ୍ରୋ ପଭିଲିଅନ ୬ରେ ଆୟୋଜିତ ହେବ ।[୧]

Boxing
at the Games of the XXXI Olympiad
ଫାଇଲ:Boxing, Rio 2016.png
VenueRiocentro – Pavilion 6
Dates6–21 August
Competitors286 (250 men, 36 women)
2012
2020

ପ୍ରତିଯୋଗିତା ପ୍ରାରୂପ(ଫରମେଟ) ସମ୍ପାଦନା

ମାର୍ଚ୍ଚ ୨୩, ୨୦୧୩ରେ ଆମେଟିଅର ଇନଣ୍ଟନେଶନାଲ ଆସୋସିଅସନ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା । ହେଡ଼ଗେଅରକୁ ବାହାର କରାଯାଇ "୧୦-ଅଙ୍କ ଜରୁରୀ" ଗଣନା ପ୍ରଣାଳୀର ସ୍ୱୀକୃତି ଦିଆଯାଇଥିଲା ଯାହାକି ଆମେଟିଅର ଓ ପ୍ରୋ ଫରମେଟ ମଧ୍ୟରେ ଥିବା ଭେଦକୁ ସ୍ୱଷ୍ଟ କରୁଛି । [୨][୩] ୨୦୧୨ର ଫରମେଟ ଭଳି, ପୁରୁଷମାନେ ନିମ୍ନଲିଖିତ ପ୍ରତିଯୋଗିତା ପ୍ରସଙ୍ଗ ଗୁଡ଼ିକରେ ଭାଗନେବା ଯୋଗ୍ୟ:

ମହିଳାମାନେ ନିମ୍ନଲିଖିତ ପ୍ରତିଯୋଗିତା ଗୁଡ଼ିକରେ ଭାଗନେବାର ଯୋଗ୍ୟ:

ପାତ୍ରତା ମାନ‌ଦଣ୍ତ ସମ୍ପାଦନା

ପ୍ରତ୍ୟେକ ରାଷ୍ଟ୍ରିୟ ଅଲମ୍ପିକ ସମିତି ଗୋଟିଏ ଏଥଲୀଟ ପାଇଁ ଗୋଟିଏ ଘଟଣା/ପ୍ରସଙ୍ଗରେ ପ୍ରବେଶ କରିବା ଅନୁମତି ଦିଆଯାଇଥାଏ । ୬ ଜାଗା (୫ ପୁରୁଷ ଓ ୧ ମହିଳା) ଆତିଥେୟ ଦେଶ ସକାଶେ ଅଲଗା ରଖାଯାଇଥାଏ । [୪]

ପଦକ ତାଲିକା ସମ୍ପାଦନା

ଆଧାର ସମ୍ପାଦନା

  1. "Rio 2016: Boxing". Rio 2016. Retrieved 31 January 2015.
  2. "Changes of rules move Olympic Boxing closer to its professional counterpart and split opinions". Rio 2016. 1 November 2013. Archived from the original on 16 December 2015. Retrieved 30 January 2015.
  3. "Olympic boxing drops head guards". ESPN. 23 March 2013. Retrieved 30 January 2015.
  4. "Rio 2016 – AIBA Boxing Qualification System" (PDF). AIBA. Retrieved 1 February 2015.

ବାହାର ଆଧାର ସମ୍ପାଦନା