ଫୁଲ ଚନ୍ଦନ

୧୯୮୨ର ଓଡ଼ିଆ କଥାଚିତ୍ର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଫୁଲ ଚନ୍ଦନ ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା ।

ଫୁଲ ଚନ୍ଦନ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକବଟକୃଷ୍ଣ ନାୟକ (ଜୟଶ୍ରୀ ପ୍ରଡ଼କ୍ସନ)
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀଆନନ୍ଦ ଶଙ୍କର ଦାସ
କଳାକାରଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅଜିତ ଦାସ, ଶରତ ପୂଜାରୀ
ସଙ୍ଗୀତସରୋଜ ପଟ୍ଟନାୟକ
ଚିତ୍ରଗ୍ରହଣରାଜନ୍ କିନାଗୀ[୧], ଗାଗାରିନ ମିଶ୍ର[୨]
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୨
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ (ମୋଟ ଖର୍ଚ୍ଚ)

କାହାଣୀ ସମ୍ପାଦନା

ପିଲାଦିନେ ଚନ୍ଦନ ନାମଧାରୀ ଗୋଟିଏ ପୁଅ ଓ ଫୁଲ ନାମଧାରୀ ଝିଅ ମଧ୍ୟରେ ପ୍ରୀତି ସମ୍ପର୍କ ଥାଏ । ବଡ଼ ହେଲେ ସେ ଦୁହେଁ ବାହା ହେବେ ବୋଲି ଚନ୍ଦନର ବାପା ଓ ଫୁଲର ମାଆ ସ୍ଥିର କରନ୍ତି । ଘଟଣାକ୍ରମେ ଚନ୍ଦନର ବାପା ଧନାଢ଼୍ୟ ହୋଇଯାଇ ପୁରୁଣା କଥା ଭୁଲି ଯାଆନ୍ତି । ଚନ୍ଦନର ବାହାଘର ଜଣେ ଧନୀକଙ୍କ କନ୍ୟା (ଦୀପା ସାହୁ)ଙ୍କ ସହିତ ଠିକ କରନ୍ତି, କିନ୍ତୁ ପରିଶେଷରେ ଚନ୍ଦନ ଫୁଲକୁ ବିବାହ କରେ । ‘ଡାକ ଅଜା’ ଚରିତ୍ରରେ ଜୟୀଙ୍କ ସଂଳାପ ‘ଦେଖେ ତାକୁ’ ଖୁବ ଲୋକପ୍ରିୟ ହୋଇଥିଲା ।

ଅଭିନୟ ସମ୍ପାଦନା

ଗୀତ ଓ ସଙ୍ଗୀତ ସମ୍ପାଦନା

ଗୀତ ସମ୍ପାଦନା

  1. ଏଇ ଯେ ବନଲତା ପାହାଡ଼
  2. କହନା ଏ ଫୁଲ କହନା
  3. ନାହିଁ ମୋ ପାଦେ ଆଜି ନୁପୁର
  4. ଏ ମନକୁ ଭୁଲାଇ, ରଖିଥିଲି ସଜାଇ
  5. ତୋ ବିନା ଲାଗେନା ଭଲ କିଛି
  6. ମନେ ପଡ଼େ ଯଦି କେଉଁ ଦିନ
  7. ନା ତାରାଫୁଲ

ପୁରସ୍କାର ସମ୍ପାଦନା

  • ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର, ୧୯୮୨: ୭ଟି ବିଭାଗରେ (ଶ୍ରେଷ୍ଠ କଥାଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରୋତ୍ତଳକ ଓ ଶ୍ରେଷ୍ଠ କାହାଣୀକାର)[୮]

ଆଧାର ସମ୍ପାଦନା

  1. ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
  2. "ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ | Sambad". 9 September 2020. Archived from the original on 9 September 2020. Retrieved 9 September 2020.
  3. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  4. "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
  5. "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021. {{cite web}}: Check date values in: |date= and |archivedate= (help)
  6. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  7. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
  8. cinemasagar.com: Orissa State Film Award Winners

ଅଧିକ ତଥ୍ୟ ସମ୍ପାଦନା