ପ୍ରିମିୟମ ରେଳ ସେବା

ପ୍ରିମିୟମ ରେଳ ସେବା , ଭାରତୀୟ ରେଳବାଇର ଏକ ରେଳସେବା  ଯାହା ସବୁଠାରୁ ବ୍ୟସ୍ତ ରେଲଲାଇନ  ମାନଙ୍କୁ ଚାଲିଥାଏ । ଏହି ରେଳ ସମୂହରେ ପରିବର୍ତ୍ତନଶୀଳ ଭଡା[୧]ର ପ୍ରଚଳନ ଥାଏ । ଏଥିପାଇଁ ଟିକେଟର ଦରରେ ସିଟର ଉପଲଭ୍ଧିତା[୨] ଓ ସମୟାନୁସାରେ ଦର ପରିବର୍ତ୍ତନ ହୋଇଥାଏ । ଏହି ଟ୍ରେନ ସମୂହକୁ ଶତାବ୍ଦୀ , ଦୁରନ୍ତ ଓ ରାଜଧାନୀ ଏକ୍ସପ୍ରେସ ପରି  ସୁପରଫାଷ୍ଟ ଓ ମେଲ/ଏକ୍ସପ୍ରେସଠାରୁ ଅଗ୍ରାଧିକାର ଦିଆ ଯାଇଥାଏ ।  

ଦୃଶ୍ୟପଟ  ସମ୍ପାଦନା

ପ୍ରଥମେ ପ୍ରିମିୟମ ସ୍ପେଶାଲ ବାତାନୁକୁଳିତ ଟ୍ରେନ ମୁମ୍ବାଇରୁ ଦିଲ୍ଲୀ ଯାଏ 24 ଡିସେମ୍ବର 2013ରେ ଖ୍ରୀଷ୍ଟମାସ ଓ ନବବର୍ଷ[୩] ସମୟରେ ପ୍ରଚଳନ ହେଇଥିଲା ।ଏହା ତାର ପ୍ରଥମ ଯାତ୍ରାରେ ମୁମ୍ବାଇ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସଠାରୁ 48% ଅଧିକ ଆୟ କରିଥିଲା ।  ଏହି ସଫଳତାରେ ଉତଶାହିତ ହେଇ ରେଳ ବିଭାଗ ତରଫରୁ 2014ରୁ ଆହୁରି 5ଟି ସେହିପରି ପ୍ରିମିୟମ ଏକ୍ସପ୍ରେସ ଚାଳନା ପାଇଁ ରେଳ ବଜେଟରେ ବ୍ୟବସ୍ଥା କରିଥିଲେ । 

ବାହାର ଲିଙ୍କ  ସମ୍ପାଦନା

ଆଧାର  ସମ୍ପାଦନା

  1. name="livemint1"> {{cite web}}: Empty citation (help)
  2. {{cite web}}: Empty citation (help)
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; livemint1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।