ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ଭାରତୀୟ ରାଜନୀତିଜ୍ଞ

ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ (ଜନ୍ମ: ୨୯ ନଭେମ୍ବର ୧୯୭୧), ଯିଏ ଲୋକପ୍ରିୟ ଭାବେ ନୟାଗଡ଼ର ରାଜମାତା ଭାବେ ଜଣାଶୁଣା, ଜଣେ ଭାରତୀୟ ରାଜନୀତିଜ୍ଞ ଓ ସେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ସଦସ୍ୟା[୧] । ସେ କନ୍ଧମାଳ ନିର୍ବାଚନ ମଣ୍ଡଳୀର ଓ ପୂର୍ବତନ ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପତ୍ନୀ ।[୨]

ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
ସାସଦ: ୧୬ଶ ଲୋକ ସଭା
କାର୍ଯ୍ୟକାଳ
୧୯ ଅକ୍ଟୋବର ୨୦୧୪ – ୨୦୧୬
ପୂର୍ବ ଅଧିକାରୀହେମେନ୍ଦ୍ର ଚନ୍ଦ୍ର ସିଂହ
ପର ଅଧିକାରୀଅଚ୍ୟୁତ ସାମନ୍ତ
ନିର୍ବାଚନ ମଣ୍ଡଳୀକନ୍ଧମାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ( 1971-11-29)୨୯ ନଭେମ୍ବର ୧୯୭୧
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ଜୀବନ ସାଥୀହେମେନ୍ଦ୍ର ଚନ୍ଦ୍ର ସିଂହ
ଘରଓଡ଼ିଶା
ଶିକ୍ଷାନୁଷ୍ଠାନସୋଫିଆ ବାଳିକା ମହାବିଦ୍ୟାଳୟ, ଆଜମେର, ରାଜସ୍ଥାନ
ପେଷାରାଜନୀତିଜ୍ଞ, ସମାଜସେବୀ
କମିଟିStanding Committee M/O Defense

Consultative Committee M/O Environment, Forest and Climate Change

Member Coffee Board

ଆଦ୍ୟ ଜୀବନ ସମ୍ପାଦନା

ସେ ଝାଡ଼ଖଣ୍ଡର ରାଞ୍ଚିଠାରେ ଜନ୍ମ ହୋଇଥିଲେ[୩]ରାଜସ୍ଥାନର ଆଜମେରଠାରେ ସୋଫିଆ ବାଳିକା ମହାବିଦ୍ୟାଳୟ[୪] (ମହର୍ଷି ଦୟାନନ୍ଦ ସରସ୍ୱତୀ ମହାବିଦ୍ୟାଳୟ)ରୁ ୧୯୯୫ରେ କଳାରେ ସ୍ନାତ୍ତକ[୫], ହସ୍ତତସ୍ତ ଓ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଡିପ୍ଲୋମା ଲାଭ କରିଛନ୍ତି ।[୩]

ରାଜନୈତିକ ଜୀବନ ସମ୍ପାଦନା

  • ଅକ୍ଟୋବର ୨୦୧୪ରେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
  • ନଭେମ୍ବର ୨୦୧୪ଠାରୁ ସେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ସଭ୍ୟ, ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର କନସଲଟେଟିଭ୍ କମିଟିର ସଭ୍ୟ ଥିଲେ ।[୩]
  • ୨୦୧୯ ମସିହାରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୬]

ଆଧାର ସମ୍ପାଦନା

  1. "Interview with Mrs. Pratyusha Rajeshwari Singh". Archived from the original on 28 December 2017. Retrieved 21 February 2018.
  2. "BJD candidate Pratyusha Rajeswari wins Odisha Lok Sabha bypoll". The Economic Times. 19 October 2014.
  3. ୩.୦ ୩.୧ ୩.୨ ୩.୩ "Pratyusha Rajeshwari Singh". Retrieved 21 February 2018.
  4. "Pratyusha Rajeshwari Singh". Retrieved 21 February 2018.
  5. "Educational Details". Retrieved 21 February 2018.
  6. "ନୟାଗଡ଼ର କୌଣସି ବିକାଶ ହୋଇନି, ନାଁ ନନେଇ ଅରୁଣଙ୍କୁ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ଟାର୍ଗେଟ". ETV Bharat News. 6 September 2022. Archived from the original on 5 September 2023. Retrieved 5 September 2023.