ପ୍ରତିଶୋଧ ଅପରାଧ ନୁହେଁ

୧୯୮୯ର ଓଡ଼ିଆ କଥାଚିତ୍ର

ପ୍ରତିଶୋଧ ଅପରାଧ ନୁହେଁ, ୧୯୮୯ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ ନନ୍ଦ । ବିନୋଦ ନନ୍ଦ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ପ୍ରତିଶୋଧ ଅପରାଧ ନୁହେଁ
ନିର୍ଦ୍ଦେଶକବିନୋଦ ନନ୍ଦ
ପ୍ରଯୋଜକବିଜୟ ନନ୍ଦ
କାହାଣୀବିନୋଦ ନନ୍ଦ
କଳାକାରବିଜୟ ମହାନ୍ତି
ପୁଷ୍ପା ପଣ୍ଡା
ମିହିର ଦାସ
ଦେବୁ ବୋଷ
ଦେବୁ ବ୍ରହ୍ମା
ଦୁଃଖିରାମ ସ୍ୱାଇଁ
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣଅଶୋକ ସ୍ୱାଇଁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୯
ଦେଶ ଭାରତ
ଭାଷାଓଡ଼ିଆ

ବିଜୟ ମହାନ୍ତି, ପୁଷ୍ପା ପଣ୍ଡା, ମିହିର ଦାସ, ଦେବୁ ବୋଷ, ଦେବୁ ବ୍ରହ୍ମା, ଦୁଃଖୀରାମ ସ୍ୱାଇଁ, ମାମିନା, ଜୟୀରାମ ସାମଲ, ଅସୀତ ପତି, ମୟୂରୀ, ମିନୁ, କୁନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ବିନୋଦ ନନ୍ଦ ଓ ଦିବ୍ୟଶ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବାଶିଷ ମହାପାତ୍ର, ଅନୁରାଧା ପୌଡ଼ୱାଲ, ସ୍ୱାଗତିକା ରଥ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7. 11 January 2022. Archived from the original on 25 April 2023. Retrieved 23 June 2023.

ବାହାର ଆଧାର ସମ୍ପାଦନା