ପେଟିଏମ

ଭାରତୀୟ ଆର୍ଥିକ ପ୍ରାଉଦ୍ୟୋହିକ କମ୍ପାନୀ

ଛାଞ୍ଚ:Newsrelease

ପେଟିଏମ
TypePrivate
ପ୍ରତିଷ୍ଠାତାVijay Shekhar Sharma
ମୂଖ୍ୟସ୍ଥାନNoida, Uttar Pradesh, India
ସେବା ପରିସରIndia
ମୁଖ୍ୟ ଲୋକVijay Shekhar Sharma (CEO)
କେଉଁ ପ୍ରକାରର କମ୍ପାନୀInternet
ସେବା (ଅର୍ଥକରୀ)Online shopping
ମୂଳ କମ୍ପାନୀOne97[୧]
ଆଲେକ୍ସା ସ୍ଥାନDecrease 294 (ନଭେମ୍ବର 2016)[୨]
ଏବେକାର ସ୍ଥିତିOnline

Paytm ଏକ ଭାରତୀୟ e- ବାଣିଜ୍ୟିକ ୱେବ୍ସାଇଟ ଓ ଏହାର ମୁଖ୍ୟ କର୍ଜ୍ୟାଳୟ ନୂଆ ଦିଲ୍ଲୀ ନିକଟସ୍ଥ ନଇଡାଠାରେ ଅବସ୍ଥିତ । ଏହାର ଆରମ୍ଭ 2010 ମସିହାରେ ହେଇଥିଲା ଓ ଭାରତୀୟ ଅର୍ଥ କାରବାର ସହ ସାମିଲ ହେଲା । ଫ୍ଲିପକାର୍ଟ , ଆମାଜନ .କମ , ସ୍ନାପ ଡିଳ ପରି ଏହା ମଧ୍ୟ ଅନଲାଇନ ଜରିଆରେ ବାଣିଜ୍ୟିକ , ବିଲ ଭୁଗତାନ , ମୋବାଇଲ ରିଚାର୍ଜ ଆଦି ଆରମ୍ଭ କରିଥିଲା । ଏହା ସହ ସିନେମା ଟିକେଟ , ବସ , ଟ୍ରେନ ଟିକେଟ , ବିମାନ ଟିକେଟ ମଧ୍ୟ ଏହା ଜରିଆରେ କରିହୁଏ । [୩][୪][୫]

ପ୍ରଚ୍ଛଦ  ସମ୍ପାଦନା

paytmର ପୂର୍ଣ ନାମ pay thruogh mobile[୬] ବା ମୋବାଇଲ ଜରିଆରେ ଅର୍ଥ ଭରଣା ବ୍ୟବସ୍ଥା । ଏହା ମୋବାଇଲର ଆଣ୍ଡ୍ରୋଇଡ ବା ios ବା କମ୍ପ୍ୟୁଟରର ୱିଣ୍ଡୋ ପ୍ଲାଟଫର୍ମ ଜରିଆରେ ବ୍ଯବହ୍ରୁତ ହେଇପାରେ । 

2014 ମସିହାରେ ଏହା "Paytm Wallet," ନାମକ ଅନଲାଇନ ବା  ମୋବାଇଲଦ୍ୱାରା ଅର୍ଥ ପ୍ରେରଣ ବ୍ୟବସ୍ଥା ଆରମ୍ଭ କରିଥିଲା । ଏଥିରେ 100 ମିଲିୟନ wallet ରହିବା ସହ ଏହାର ଆପ୍ଲିକେସନକୁ 10 ମିଲିୟନ ଲୋକ ଡାଉନଲୋଡ କରିଛନ୍ତି । ଏହି କ୍ଷେତ୍ରରେ ଏହା ଭାରତରେ ଅଗ୍ରଣୀ ରହିଛି। [୭]

ଅର୍ଥ ବ୍ୟବସ୍ଥା  ସମ୍ପାଦନା

Iମାର୍ଚ 2015ରେ ଉଦ୍ୟୋଗପତି ରତନ ଟାଟା ଏଥିରେ ନିଜସ୍ୱ ଅର୍ଥ ଲଗାଣ କରିଛନ୍ତି । [୮] ସେହି ମାସରେ ଚୀନର ଆଳିବାବା କମ୍ପାନୀ ଏଥିରେ 575 ମିଲିୟନ ଡଲାର ଅର୍ଥ ବିନିଯୋଗ କରିଛି । ,[୯] ଏହାଦ୍ୱାରା ଆର୍ଟ ଫାଇନାନ୍ସ ଗ୍ରୁପ ଏହାର 25% ଅଂଶଧନର ମାଲିକ ରହିଛି  । .[୧୦] paytm ICICI ବେଙ୍କରୁ 300 କୋଟି ତାଙ୍କର ରୁଣ କାର୍ଯ୍ୟକାରୀ ଅର୍ଥ ପାଇଁ କରିଛି । 

ଅଂଶୀଦାର  ସମ୍ପାଦନା

ଏହି ଆପ୍ଲିକେସନ ଜରିଆରେ ଗ୍ରାହକମାନେ ବିଭିନ୍ନ ଟିକେଟ ସହ ବିଲ ଭୁଗତାନ ମୋବାଇଲ ଜରିଆରେ ସହଜରେ କରିଥାନ୍ତି । [୧୧] ଏହା ସାହାଯ୍ୟରେ ପେଟ୍ରୋଲ ବା ଡିଜେଲ ମଧ୍ୟ କିନା ଯାଇ ପାରେ । . ବିଭିନ୍ନ ସିନେମା ଘର ସହ ଏହାର ବୁଝାମଣାଦ୍ୱାରା ସିନେମା ଟିକେଟ ମଧ୍ୟ ଏହାଦ୍ୱାରା କିଣି ହୁଏ .[୧୨]

ଅର୍ଥ ପ୍ରଦାନ  କାରୀ ବେଙ୍କ ସମ୍ପାଦନା

 2015 ମସିହାରେ paytm ସଂସ୍ଥା ଭାରତୀୟ ରିଜର୍ଭ ବେଙ୍କଠାରୁ ଭରତର ପ୍ରଥମ ଅର୍ଥପ୍ରେରଣ କରି ବେଙ୍କ ଗଠନ ପାଇଁ ଲାଇସେନ୍ସ ପ୍ରାପ୍ତ ହେଇଛି । ଏହା paytm ତାହାର ବର୍ତ୍ତମାନ ଗ୍ରାହକ ମାନଙ୍କୁ ନେଇ ATM କାର୍ଡ ସହ ସଞ୍ଚୟ ଖାତା , ଅଲାଇନ ଅର୍ଥ ବିନିଯୋଗ ଆଦି ବ୍ୟବସ୍ଥା କରିବା ସହ ନୋଟ ବିହୀନ ଅର୍ଥ କାରବାରକୁ ଅଗ୍ରାଧିକାର ଦେବ । ଏହା Paytmର ଏକ ସ୍ୱତନ୍ତ୍ର କମ୍ପାନୀ ହିସାବରେ ରହିବା ଓ ଏଥିରେ ପ୍ରତିଷ୍ଠାତା ବିଜଯ ଶଙ୍କର ଶର୍ମାଙ୍କ 51 % ଅଂଶ ଧନ ସହ one97 caommunicationର 39% ଓ ବାକି 10% ସହଯୋଗୀ କମ୍ପାନୀର ରହିବ । [୧୩]

paytm walletର ସ୍ୱତନ୍ତ୍ର ସୁବିଧା ସବୁ ସମ୍ପାଦନା

ଅନ୍ୟ ସାଇଟ ଜରିଆରେ ଅନଲାଇନ ବେଙ୍କିଙ୍ଗଦ୍ୱାରା କିନା ବିକା ବା ବିଲ ଭୁଗତାନ ଓ ରିଚାର୍ଜ କରିହାଉଥିଲେ ମଧ୍ୟ Paytm wallett ଜରିଆରେ ଗ୍ରାହକମାନେ ସ୍ୱତନ୍ତ୍ର ସୁବିଧା ସବୁ ପାଇ ଥାନ୍ତି । ଯଦି କିଛିକାରଣବଶତଃ ଅର୍ଥ ଜମା ହେଇନପାରିଲେ ତାହା ତୁରନ୍ତ paytm wallettକୁ ଫେରସ୍ତ ଆସିଥାଏ ଯାହା ବେଙ୍କଦ୍ୱାରା ଜମା ହେଇଥିବା କ୍ଷେତ୍ରରେ କିଛି ଦିନାଲାଗିଥାଏ । ପୁନଶ୍ଚ paytm wallett ଜରିଆରେ କିନା କିଣିରେ ଅନେକ କ୍ଷେତ୍ରରେ paytm ତରଫରୁ cashback ବା ଅର୍ଥ ଫେରସ୍ତ ବ୍ୟବସ୍ଥାଦ୍ୱାରା ଗ୍ରାହକମାନେ ପ୍ରଦାନ କରିଥିବା ଅର୍ଥର କିଛି ପ୍ରତିଶତ ଫେରସ୍ତ ପାଇ ଥାନ୍ତି । https://paytm.com/paytmwallet ବିଲ ଭୁଗତାନ ପାଇଁ paytm ଭାରତ ବିଲ ଭୁଗତାନ ବ୍ୟବସ୍ଥାଦ୍ୱାରା ସ୍ୱୀକୃତ । [୧୪]

ଆଧାର  ସମ୍ପାଦନା

  1. "Alibaba enters India's e-commerce space with 25% stake in Paytm owner One97". India Times. 6 ଫେବୃଆରୀ 2015. Retrieved 30 ମାର୍ଚ୍ଚ 2015.
  2. "paytm.com Site Overview". Alexa Internet. Archived from the original on 27 ନଭେମ୍ବର 2019. Retrieved 15 ଜୁଲାଇ 2016.
  3. Verma, Shrutika (14 ଜାନୁଆରୀ 2015). "Alibaba diverges with SoftBank with Paytm pick". Live Mint. Retrieved 30 ମାର୍ଚ୍ଚ 2015.
  4. "Paytm, Cinepolis tie up to expand consumer entertainment avenues". Business Standard. 11 ମଇ 2016. Retrieved 22 ମଇ 2016.
  5. "PM Narendra Modi Advertising For Paytm 'Shameful,' Says Arvind Kejriwal". NDTV.com.
  6. "Paytm, always bringing the Uber experience to you". #PaytmKaro. Paytm. 13 ନଭେମ୍ବର 2014. Archived from the original on 16 ଜୁଲାଇ 2015. Retrieved 2 ଡିସେମ୍ବର 2016.
  7. "Amazon pips Paytm to No. 2 slot in app downloads". The Financial Express. 18 ମଇ 2016. Retrieved 22 ମଇ 2016.
  8. Sharma, Samidha (13 ମାର୍ଚ୍ଚ 2015). "Ratan Tata's fifth personal investment in the digital economy is Paytm". Times of India. Retrieved 30 ମାର୍ଚ୍ଚ 2015.
  9. Goyal, Malini (15 ମାର୍ଚ୍ଚ 2015). "How startups have successfully established their own rules of hiring, rewarding & retaining talent". Times of India. Retrieved 30 ମାର୍ଚ୍ଚ 2015.
  10. Shu, Catherine (5 ଫେବୃଆରୀ 2015). "Alibaba's Financial Affiliate Takes 25% Stake In India's One97, Owner Of Paytm". TechCrunch. Retrieved 30 ମାର୍ଚ୍ଚ 2015.
  11. "M-wallets may make hard currency history". The Hindu. 2 ମଇ 2016. Retrieved 21 ମଇ 2016.
  12. "Pay for Petrol With Paytm at Indian Oil Pumps". 8 ଫେବୃଆରୀ 2016. Retrieved 20 ମଇ 2016.
  13. Aamir, Mohamed (14 ସେପ୍ଟେମ୍ବର 2015). "Paytm plans to start India's first payments bank". Economic Times.
  14. "PayU India, Paytm get in-principle approvals for consumer bill payment services". Economic Times. 16 ମଇ 2016. Retrieved 21 ମଇ 2016.

ପୁନଶ୍ଚ ପଠନ  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା

ପୁନଶ୍ଚ ଦେଖଣା  ସମ୍ପାଦନା

List of companies in Noida and Greater Noida