ପାଲି, ରାଜସ୍ଥାନ

ରାଜସ୍ଥାନ ର ଏକ ଜିଲ୍ଲା

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପାଲି
Pali
Pali-Marwar
the industrial city
ଦେଶ ଭାରତ
ରାଜ୍ୟରାଜସ୍ଥାନ
ଜିଲ୍ଲାପାଲି ଜିଲ୍ଲା
Government
 • Municipal Council ChairmanMr. Mahendra bohra
 • CollectorMr. Kumarpal Gautam, IAS
Area
 • ସମୁଦାୟ12,330.79 km2 (4,760.94 sq mi)
Population
 (2011)
 • Total୨,୨୯,୯୫୬
 • Density19/km2 (48/sq mi)
ଭାଷା,
 • ସରକାରୀହିନ୍ଦୀ, ମାରୱାଡି, ଗୋଡ଼ୱାଡି
Time zoneUTC+୫:୩୦ (IST)
PIN
୩୦୬୪୦୧
ଟେଲିଫୋନ କୋଡ଼ rani୦୨୯୩୨
ପୁରୁଷ-ନାରୀ ଅନୁପାତ୯୧୬ /
Websitewww.pali.rajasthan.gov.in

ପାଲି ଏକ ଭାରତୀୟ ପୌରପାଳିକା ଅଟେ । ଏହା ରାଜସ୍ଥାନର ପାଲି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ପାଲି, ୨୫.୮୫୧୭ ଉତ୍ତର ଅକ୍ଷାଂଶ ଓ ୭୬.୫୫୭୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲି ସହରର ମୋଟ ଜନସଂଖ୍ୟା ୧୮୭୫୭୧ ଅଟେ ।[୨] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି । ପାଲିର ସାକ୍ଷରତା ହାର ୬୧.୭୯% ଅଟେ । ଏହା ଜାତୀୟ ହାରଠାରୁ ୩.୦୫% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୪% ପ୍ରତିଶତ ପୁରୁଷ ଓ ୨୩.୦୫% ନାରୀ ଅଟନ୍ତି । ୧୫.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ, ପାଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା