ପାଗଳ ପ୍ରେମୀ

୨୦୦୭ର ଓଡ଼ିଆ କଥାଚିତ୍ର

ପାଗଳ ପ୍ରେମୀ, ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ।[୨][୩]

ପାଗଳ ପ୍ରେମୀ
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକଏ. ରମେଶ ପ୍ରସାଦ
ସଂଳାପସୁବୋଧ ପଟ୍ଟନାୟକ
କଳାକାରସବ୍ୟସାଚୀ ମିଶ୍ର, ଅର୍ପିତା ଚାଟ୍ଟାର୍ଜୀ, ସୁଶାନ୍ତ ଲେଙ୍କା, ସରୋଜ ଦାସ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣନିରଞ୍ଜନ ଦେଶ
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ପାଗଳ ପ୍ରେମୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

  • ସଙ୍ଗୀତକାର: ମନ୍ମଥ ମିଶ୍ର
  • ଗୀତିକାର: ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
  • ପ୍ରଚ୍ଛଦପଟ ଗାୟକ: କୁମାର ବାପି, ଟି. ସୌରି, ତପୁ ମିଶ୍ର, ଟି. ଶ୍ରୀନୁ,

ଟୀକା ସମ୍ପାଦନା

  1. "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.{{cite news}}: CS1 maint: unrecognized language (link)
  2. ଇଣ୍ଟରନେଟ ମୁଭି ଡାଟାବେସରେ ପାଗଳ ପ୍ରେମୀ
  3. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)
  4. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.{{cite news}}: CS1 maint: unrecognized language (link)
  5. "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
  6. "ଏଯାଏ ଓଲିଉଡର ଏହି ଲୋକପ୍ରିୟ ନାୟିକାଙ୍କ ସାଥ୍ ପାଇନାହାନ୍ତି ସବ୍ୟସାଚୀ". Sambad. ଭୁବନେଶ୍ୱର. 6 October 2022. Archived from the original on 12 October 2022. Retrieved 12 October 2022.

ବାହାର ଲିଙ୍କ ସମ୍ପାଦନା