ପଞ୍ଚକୁଲା

ପଞ୍ଚକୁଲା ଏକ ଐତିହାସିକ ନଗରୀ ଅଟେ।

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Panchkula
पंचकुला
ਪੰਚਕੂਲਾ
City
Yagya Shala, within the Mansa Devi temple complex
Yagya Shala, within the Mansa Devi temple complex
Nickname: 
Chandigarh Tricity
Country India
StateHaryana
DistrictPanchkula
Area
 • ସମୁଦାୟ816 km2 (315 sq mi)
Elevation
365 m (1,198 ft)
Languages
 • OfficialHindi, Punjabi
Time zoneUTC+5:30 (IST)
PIN
134 109 - 134 114
Telephone code91-172
ଯାନବାହାନ ପଞ୍ଚୀକରଣHR-03, HR-68, CH-01
Websitepanchkula.nic.in


ପଞ୍ଚକୁଲା ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ପଞ୍ଚ୍କୁଲ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ପଞ୍ଚକୁଲା ୩୦.୬୯୧୫ ଉତ୍ତର ଅକ୍ଷାଂଶ ଓ ୭୬.୮୫୩୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪୬ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଞ୍ଚକୁଲା ସହରର ମୋଟ ଜନସଂଖ୍ୟା ୩୦୮୮୭ ଅଟେ ।[୩] ସେଥି ମଧ୍ୟରୁ ୫୪.୪୮% ଜଣ ପରୁଷ ହୋଇଥିବା ବେଳେ ୪୫.୫୨% ଜଣ ନାରୀ ଅଟନ୍ତି । ପଞ୍ଚକୁଲାର ସାକ୍ଷରତା ହାର ୭୭.୮୫% ଅଟେ । ଏହା ଜାତୀୟ ହାରଠାରୁ -୧୩.୦୧% ପ୍ରତିଶତ କମ ଅଟେ । ସେଥିରୁ ୪୪.୩୦% ପ୍ରତିଶତ ପୁରୁଷ ଓ ୩୩.୫୫% ନାରୀ ଅଟନ୍ତି । ୧୧.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ପଞ୍ଚକୁଲାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା