[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nuzivid
నూజివీడు
ଦେଶIndia
ରାଜ୍ୟAndhra Pradesh
DistrictKrishna
MandalNuzvid
Government
 • MLAMeka Venakta Pratap Appa Rao
Area
 • ସମୁଦାୟ28.69 km2 (11.08 sq mi)
Elevation
81 m (266 ft)
Population
 (2011)[୨]
 • Total୫୮,୫୯୦
 • Density2,000/km2 (5,300/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣAP 16
Lok Sabha constituencyEluru
Assembly constituencyNuzvid

ନୁଜଭିଦ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର କ୍ରିଶ୍ନ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନୁଜଭିଦ ୧୬.୭୮୮୧ ଉତ୍ତର ଅକ୍ଷାଂଶ ଓ ୮୦.୮୪୬୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୬୯ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନୁଜଭିଦ ସହରର ମୋଟ ଜନସଂଖ୍ୟା ୫୦୩୩୮ ଅଟେ ।[୪] ସେଥି ମଧ୍ୟରୁ ୫୦.୬୯% ଜଣ ପରୁଷ ହୋଇଥିବା ବେଳେ ୪୯.୩୧% ଜଣ ନାରୀ ଅଟନ୍ତି । ନୁଜଭିଦର ସାକ୍ଷରତା ହାର ୬୮.୫୮% ଅଟେ । ଏହା ଜାତୀୟ ହାରଠାରୁ ୩.୭୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୨୮% ପ୍ରତିଶତ ପୁରୁଷ ଓ ୩୧.୩୦% ନାରୀ ଅଟନ୍ତି । ୧୦.୬୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା ସମ୍ପାଦନା

ତେଲୁଗୁ ନୁଜଭିଦର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Andhra Pradesh Municipal Development Project" (PDF). Municipal Development Project. Government of Andhra Pradesh. p. 19. Retrieved 17 June 2015.
  2. "Census 2011". The Registrar General & Census Commissioner, India. Retrieved 24 July 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା