ଧୁରବାଇ  ବ୍ରିଟିଶ ଶାସନ  ସମୟରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା ଏକତମ ହସ୍ତ-ଭୈୟା ଜାଗିର ଥିଲା ଓ ବୁନ୍ଦେଲ୍ଖାନ୍ଦ୍କ ଏଜେନ୍ସି ଅଧୀନରେ ରହିଥିଲା । ଏହାର ରାଜଧାନୀ ଧୁରବାଇ ସହରରେ ଥିଲା , ଯାହାର ଲୋକ ସଂଖ୍ୟା 1901 ମସିହାରେ  777 ଥିଲା । ଅଧୁନା ଏହା ଉତ୍ତରପ୍ରଦେଶର ଝାଁସୀ ଜିଲ୍ଲାର ଏକ ଅଂଶ ଭାବରେ ରହିଛି । ଏହାର ଶାସକମାନଙ୍କୁ ବ୍ରିଟିଶ ଶାସନକାଳ ରେ3 ହରତୀୟ ରାଜା ବୋଲି କୁହାଯାଉଥିଲା । 

ଧୁରବାଇ ରାଜ୍ୟ
धुरवई रियासत
Princely Estate (Jagir)
1690–1950

Flag of Dhurwai

Flag

Location of Dhurwai
Location of Dhurwai
Dhurwai State in the Imperial Gazetteer of India
Capital Dhurwai 25°19′N 79°03′E / 25.317°N 79.050°E / 25.317; 79.050
History
 •  Established 1690
 •  Independence of India 1950
Area
 •  1941 ୪୭ km2 (୧୮ sq mi)
Population
 •  1941 ୨,୪୨୩ 
Density ୫୧.୬ /km2  (୧୩୩.୫ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଇତିହାସ  ସମ୍ପାଦନା

ଧୁରବାଇ ରାଜ୍ୟ 1812 ମସିହାରେ ବୁନ୍ଦେଳଖଣ୍ଡ ଅଞ୍ଚଳରେ ଅର୍ଚା ରାଜପରିବାରର ବଂଶଜଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଦେୱାନ ରାଇ ସିଂହଙ୍କ 8 ଜଣ ପୁତ୍ର ଥିଲେ । ସେମାନଙ୍କୁ ଧୂରବାଇ ସମେତ ବିଜନା ଓ ଟୋରି ଫତେହପୁର ପ୍ରଦାନ କରାଯାଇଥିଲା । [୧]

ଏହି ରାଜ୍ୟ ଝାଁସୀ ଅଞ୍ଚଳର ପୂର୍ବ ଦିଗରେ ଅବସ୍ଥିତ ଓ ଆଗ୍ରା ଓ ଅଉଧଦ୍ୱାରା ପରିବେଷ୍ଟିତ । 1823ରେ ଦିବାନ ବୁଧ ସିଂହ ଇଂରେଜ ଶାସକମାନଙ୍କଠାରୁ ଏହି ରାଜ୍ୟ ପାଇଁ ସନନ୍ଦ ପାଇଥିଲେ । 1920ରେ ଧୁରବାଇ ଭାରତୀୟ ରାଜା ମାନଙ୍କ ସଂଘରେ ମିଶି ଥିଲେ । ଭରତ ସ୍ୱାଧୀନ ହେଲା ପରେ 1950 ମସିହାରେ ଏହି ରାଜ୍ୟର ମିଶ୍ରଣ ଘଟି ଏହା ପ୍ରଥମେ ବିନ୍ଧ୍ୟ ପ୍ରଦେଶ ଓ ପରେ ମଧ୍ୟ ପ୍ରଦେଶ ଅଧୀନକୁ ଗଲା ।[୨][୩] 

Rulers ସମ୍ପାଦନା

ବୁନ୍ଦେଲା ରାଜପୁତ ବଂଶର ଶାସକମାନେ ଏହି ରାଜ୍ୟକୁ ଦିବାନ ନାମ ଗ୍ରହଣ କରି ଶାସନ କରୁଥିଲେ । .[୪]

ଦିବାନ ସମୂହ  ସମ୍ପାଦନା

  • .... - .... ପୃଥ୍ଭି ରାଜ 
  • c.1823 ବୁଧ ସିଂହ  
  • 18.. - 1851 ନାହର ସିଂହ 
  • 14 Jan 1851 - Nov 1910 ରଣଯୋର ସିଂହ 
  • 1910 - 1947? ଯୁଗଲ ପ୍ରସାଦ ସିଂହ 

ଆଧାର  ସମ୍ପାଦନା

  1. Great Britain India Office.
  2. Imperial Gazetteer of India, v. 11, p. 339.
  3. Sir Roper Lethbridge, The Golden Book of India: A Genealogical and Biographical Dictionary, p. 124
  4. Princely States of India

ବାହାର ଲିଙ୍କ  ସମ୍ପାଦନା