ଧରମବୀର ସିଂ ଜଣେ ଭାରତୀୟ ଦୌଡାଳୀ ଅଟନ୍ତି । ସେ ବାଙ୍ଗାଲୋରର "ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ"ରେ 200 ମିଟର ଦୌଡ଼ରେ ଭାରତ ପାଇଁ ଏକ ନୂତନ ରାଷ୍ଟ୍ରୀୟ ରେକର୍ଡ ଜିତିଥିଲେ ।[୧] ସେ 200 ମିଟର ଦୌଡ଼ରେ 36 ବର୍ଷ ବୟସରେ କ୍ୱାଲିଫାଏ କରିଥିବା ଭାରତୀୟ ଆଥେଲେଟିକ୍ସ ହୋଇଥିଲେ |[୨]

ମିଲଖା ସିଂଙ୍କ ରେକର୍ଡ ଭାଙ୍ଗିଥିବା ଏବଂ ଓଲିଓମ୍ପିକରେ 200 ମିଟର ଦୌଡ଼ରେ ଜିତିଥିବା ଧରମବୀର 2 ଅଗଷ୍ଟରେ ହୋଇଥିବା ଟପ ଟେଷ୍ଟରେ ଫେଲ ହୋଇଥିଲେ । ସେ ପେହେଲବାନ ନରସିଂହ ଯାଦବ ଏବଂ ଇନ୍ଦ୍ରଜିତ ସିଂଙ୍କ ପରେ ଫେଲ ହୋଇଥିବା ତୃତୀୟ ଭାରତୀୟ ଖେଳାଳୀ ଅଟନ୍ତି । ସେ ରାଷ୍ଟ୍ରୀୟ ଡ଼ମ୍ପିଙ୍ଗ ନିରେଧକ ଏଜେନ୍ସିଦ୍ୱାରା ନିଆଯାଇଥିବା ଡ୍ରପ ଟେଷ୍ଟରୁ ଅସଫଳ ହୋଇଯାଇଥିଲେ ।[୩]ଏହି କାରଣରୁ ଧରମବୀର ରିଓ ପାଇଁ ଉଡାଣ ଭରି ପାରିଲେ ନାହିଁ । ଏ ପର୍ଯ୍ୟନ୍ତ ଅଧିକାରୀକ ରୂପେ ଭାରତୀୟ ଆଥେଲେଟିକ୍ସ ମହାସଙ୍ଗଙ୍କୁ ଏହି ସମ୍ବନ୍ଧରେ ସୂଚିତ କରାଯାଇନାହିଁ । କିନ୍ତୁ ସେ ଏହାକୁ ଡ୍ରପିଂ ବୋଲି ମାନୁଛନ୍ତି । ଯଦି ସେ ଦ୍ୱିତୀୟ ଥର ପାଇଁ ଡ୍ରପିଂ ହେଲେ ତେବେ ତାଙ୍କୁ ସବୁଦିନ ପାଇଁ ବ୍ୟାନ କରାଯିବ ।[୪]

ଆଧାର ସମ୍ପାଦନା

  1. "Usain Bolt to me will be just another competitor at Rio 2016 Olympics, says Dharambir Singh". Indian Express. 22 July 2016. Retrieved 19 August 2016.
  2. "Dharambir Singh Profile: Men's 200m". Indian Express. Retrieved 2 August 2016.
  3. Brahma, Biswajyoti (3 August 2016). "Dharambir Singh, under dope cloud, misses flight to Rio". Times of India. Retrieved 19 August 2016.
  4. Ramesh, Akshay (3 August 2016). "Rio-bound sprinter Dharambir Singh fails dope test, faces life ban". India Today. Retrieved 19 August 2016.