ଦୟା ନଦୀ ବା ଦଇଆ ନଈ କୁଆଖାଇର ଏକ ଶାଖାନଦୀ । ଦଧୀଚି ମୁନିଙ୍କ ନାମରୁ ଏହି ନଦୀର ନାମ ଦୟା ହୋଇଛି । ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ଦଧିଆ, ପରେ ଦହିଆ, ତତ୍ପରେ 'ଦୟା' ନାମ ହୋଇଛି ।[୧]

ଧଉଳି ପାହାଡ଼ ଉପରୁ ଦୟା ନଦୀ ଉପକୂଳର ଦୃଶ୍ୟ

ଏହା ଖୋର୍ଦ୍ଧା ଜିଲ୍ଲା ବାଳକାଟୀ ନିକଟସ୍ଥ ସରଦେଇପୁରଠାରେ ବାହାରି ଧଉଳି, ତିରିମଲ୍ଲ, ଘୋରଡିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ଗଡ଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୩୭ କି.ମି ଅତିକ୍ରମ କରି ଚିଲିକାରେ ମିଶିଛି୤ [୨]ରାଜୁଆ ଏହାର ଶାଖାନଦୀ

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୩୬୬୬
  2. "Daya River". India. Online Highways LLC. 2005. Retrieved 2012-09-01. {{cite web}}: Text "Orissa" ignored (help)