ଦେବସଭା ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

ଦେବସଭା ମନ୍ଦିର ଭାରତୀୟ ରାଜ୍ୟ ଓଡ଼ିଶାର ଭୁବନେଶ୍ୱର ସହରର ପୁରାତନ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ମନ୍ଦିର । ଏହାର ମୁଖ ପୂର୍ବ ଦିଗକୁ ରହିଛି ଓ ଏଥିରେ ବର୍ତ୍ତମାନ କୌଣଶି ମୂର୍ତି ବା ଲିଙ୍ଗା ନାହି । କୁହାଯାଏ ଯେ ଏହି ସ୍ଥାନ ପ୍ରାଚୀନ କାଳରେ ଦେବତା ମାନଙ୍କ ମିଳନ ସ୍ଥଳୀ ଥିଲା । 

ଦେବସଭା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନBhubaneswar
StateOrissa
CountryIndia
Architecture
TypeKalingan
Elevation26 m (85 ft)

ସ୍ଥାପତ୍ୟ  ସମ୍ପାଦନା

ମନ୍ଦିରର ନିର୍ମାଣ ଶୈଳୀ ପ୍ରାଚୀନ ରେଖା ଦେଉଳ ହେଇଥିବା ବେଳେ ଏହାରଚତୁର୍ଦିଗରେ ପଞ୍ଚଭାଗ ପ୍ରାଚୀର 2.43 ମିଟର ଉଛର ରହିଛି । 

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  • Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)
  • http://ignca.nic.in/asi_reports/orkhurda245.pdf