ଦୀପ ଦିୟା, ଦୀପମ, ଅଥବା ଦୀପକ କ୍ଷୁଦ୍ରାର୍ଥରେ ଦୀପାଳି ସାଧାରଣରେ ମାଟିରୁ ପ୍ରସ୍ତୁତ ହୋଇଥାଏ । ତୁଳା ବା କନା ବଳିତାର ଏକ ପ୍ରାନ୍ତ ତେଲ ବା ଘିଅ ମଧ୍ୟରେ ବୁଡ଼ି ରହିଥାଏ ଅନ୍ୟ ଏକ ପ୍ରାନ୍ତ ଉପରକୁ ଉଠି ଜଳୁଥାଏ ।

ଦୀପ
Two diya with oil
A diya with multiple wicks
Diya on balcony ledge
Earthen oil diya used for Diwali
A diya on top of a rangoli
Diya floating on river Ganges
ବିଭିନ୍ନ ରୂପରେ ତେଲ / ଘିଅ ଦୀପ

ବିଭିନ୍ନ ଉତ୍ସବମାନଙ୍କରେ ଘରେ ଓ ମନ୍ଦିରମାନଙ୍କରେ ସାମୟିକ (ମାତ୍ର ଥରେ) ବ୍ୟବହାର ପାଇଁ ମାଟି ଦୀପ ଏବଂ ଏକାଧିକ ଥର ବ୍ୟବହାର ପାଇଁ ପିତ୍ତଳରେ ତିଆରି ପିତ୍ତଳ ଦୀପ ବ୍ୟବହାର କରାଯାଏ । .ଏହା ଭାରତରୁ ଉଦ୍ଭବ । ହିନ୍ଦୁ ଧର୍ମ ସହ ଶିଖ ଧର୍ମ, ଜୈନ ଧର୍ମ, ଏବଂ ଯୋରାଷ୍ଟ୍ରିଆନ ଧର୍ମରେ ବ୍ୟବହାର ହେବାର ଦେଖାଯାଏ । ଉତ୍ତର ଭାରତର କୁସ୍ତି ଉତ୍ସବ ଏବଂ ହିନ୍ଦୁମାନଙ୍କ ପର୍ବ ଦୀପାବଳୀ ଅବସରରେ ସମଗ୍ର ଭାରତବର୍ଷରେ ଏହାର ବହୁଳ ବ୍ୟବହାର ହୁଏ । [୧] ଏହା ଭଳି ଏକ ଲହୁଣୀ ବତୀ ତିବ୍ଦତରେ ବୌଦ୍ଧ ମାନଙ୍କଦ୍ୱାରା ପୂଜାର୍ଚ୍ଚନାରେ ବ୍ୟବହାର କରିଥାନ୍ତି । ତାମିଲନାଡ଼ୁରେ ଦୀପମ ଭାବେ ଜଣା ଏହି ଦୀପ କାର୍ତ୍ତିକାଇ ଦୀପମ ଅବସରରେ ଜଳାଯାଏ ।

ପାରମ୍ପରିକ ବ୍ୟବହାର ସମ୍ପାଦନା

ଆରତି ଆକାରରେ ମନ୍ଦିରମାନଙ୍କରେ ଦେବୀ ଦେବତାଙ୍କ ପ୍ରତିମା ସମ୍ମୁଖରେ ଜଳାଇ ରଖାଯାଏ ।

ବୈଜ୍ଞାନିକ ଦୃଷ୍ଟିକୋଣ ସମ୍ପାଦନା

ବ୍ୟବସାୟ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା


ଆଧାର ସମ୍ପାଦନା

  1. "Diwali: Significance of a Diya". Zee Media Corporation Ltd. Retrieved July 19, 2013.