Theropods
ଜୀବାଶ୍ମ କାଳ:
Late TriassicPresent, 231.4–0 Ma
Restored skeleton of Eodromaeus murphi
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ଡାଇନୋସରିଆ
Clade: Saurischia
ଗୋଷ୍ଠୀ: ଥେରୋପୋଡ଼ା
Marsh, 1881
Subgroups[୧]

ଥେରୋପୋଡ଼ (Theropoda; /θ[invalid input: 'ɨ']ˈrɒp[invalid input: 'ɵ']də/ ଗ୍ରୀକ୍ ଶବ୍ଦାର୍ଥ "beast feet" ) ସରିସ୍କିଆନ ଡାଇନୋସରମାନଙ୍କର ଏକ ସମୂହ ଅଟେ । ଥେରୋପୋଡ଼ ମାନଙ୍କର ପୂର୍ବଜ ମାଂସାଶୀ ଥିଲେହେଁ, ସମୟକ୍ରମେ କେତେକ ତୃଣଭୋଜୀ, ଉଭୟଭକ୍ଷୀ, ମତ୍ସଭକ୍ଷୀ, ଏବଂ କୀଟ-ପତଙ୍ଗଭକ୍ଷୀ ଭାବେ ବିବର୍ତ୍ତିତ ହୋଇଯାଇଥିଲେ ।

ବାହ୍ୟ ରୂପରେଖ ସମ୍ପାଦନା

ଇତିହାସ ସମ୍ପାଦନା

ଶ୍ରେଣୀ ବିଭାଗ ସମ୍ପାଦନା

ପ୍ରଧାନ ଗ୍ରୁପ ଗୁଡ଼ିକ ସମ୍ପାଦନା

 
Ceratosaurus, a ceratosaur
 
Irritator, a spinosaur
 
Microraptor, a dromaeosaur
 
Passer domesticus, an avian, and the world's most widespread extant wild theropod.[୨]

ନିମ୍ନରେ ବିବର୍ତ୍ତନ ଅନୁସାରେ ଥେରୋପୋଡ଼ ସମୂହ ଗୁଡ଼ିକର ଏକ ସରଳୀକୃତ ଶ୍ରେଣୀବିଭାଗ ଦିଆଯାଇଛି ଏବଂ ସେଗୁଡ଼ିକୁ Holtz (2008)ଙ୍କ "ମେସୋଜୋଇକ ଡାଇନୋସର ଗୁଡ଼ିକର ତାଲିକା" ଅନୁସାରେ ସଜଯାଇଛି ।[୩] ଏହାର ବିସ୍ତ୍ରୁତ ସଂସ୍କରଣ ଡାଇନୋସର ଶ୍ରେଣୀବିଭାଗରେ ମିଳିପାରିବ । ଏଠାରେ ବ୍ୟବହୃତ cross (†) ଚିହ୍ନଟି no living members ଗୁଡ଼ିକୁ ସୂଚାଉଛି ।

ଅନ୍ୟାନ୍ୟ ସମ୍ପର୍କୀୟ ସମ୍ପାଦନା

ନିମ୍ନୋକ୍ତ family treeଟି ପ୍ରଧାନ ଥେରୋପୋଡ଼ ଗ୍ରୁପ ଗୁଡ଼ିକର ସମ୍ପର୍କୀୟମାନଙ୍କର ଉତ୍ପତ୍ତିକୁ ସୂଚାଉଛି । ଏହାକୁ ୨୦୧୦ ମସିହା ସୁଦ୍ଧା କରାଯାଇଥିବା ବିଭିନ୍ନ ଗବେଷଣା ଆଧାରରେ ତିଆରି କରାଯାଇଛି । [୪]

Theropoda

Herrerasauridae  




Eoraptor  




Eodromaeus  




Daemonosaurus




Tawa


 Neotheropoda 

 †Coelophysoidea   




Dilophosauridae  


Averostra

Ceratosauria    


Tetanurae

Megalosauroidea    


Avetheropoda

Allosauroidea    



Coelurosauria    












ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Holtz, Thomas R. Jr. (2012). Dinosaurs: The Most Complete, Up-to-Date Encyclopedia for Dinosaur Lovers of All Ages, Winter 2011 Appendix.
  2. Anderson, Ted R. (2006). Biology of the Ubiquitous House Sparrow: from Genes to Populations. Oxford: Oxford University Press. ISBN 0-19-530411-X.
  3. Holtz, Thomas R. Jr. (2011) Dinosaurs: The Most Complete, Up-to-Date Encyclopedia for Dinosaur Lovers of All Ages, Winter 2011 Appendix.
  4. Hendrickx, C.; Hartman, S.A.; Mateus, O. (2015). "An Overview of Non- Avian Theropod Discoveries and Classification". PalArch’s Journal of Vertebrate Palaeontology. 12 (1): 1–73.

ବାହାର ଲିଙ୍କ ସମ୍ପାଦନା