ତୋ ବିନା ମୋ କାହାଣୀ ଅଧା

୨୦୦୭ର ଓଡ଼ିଆ କଥାଚିତ୍ର

ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ତୋ ବିନା ମୋ କାହାଣୀ ଅଧା [୨] ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।

ତୋ ବିନା ମୋ କାହାଣୀ ଅଧା
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକପୂର୍ଣ୍ଣଚନ୍ଦ୍ର ଦାସ, ବିଜୟ କୁମାର ପାତ୍ର
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟବିଜୟ ମିଶ୍ର
କାହାଣୀସଞ୍ଜୟ ନାୟକ
କଳାକାରଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ଅରବିନ୍ଦ, ବିଜୁ ବଡ଼ଜେନା, ଅଜିତ ଦାସ
ସଙ୍ଗୀତଶାନ୍ତିରାଜ ଖୋସଲା
ଚିତ୍ରଗ୍ରହଣଶାମ୍ବା
ସମ୍ପାଦକଶିବ ପ୍ରସାଦ ମହାନ୍ତି
ମୁକ୍ତିଲାଭ ତାରିଖ
୧୫ ଅଗଷ୍ଟ ୨୦୦୭ [୧]
ଦେଶ ଭାରତ
ଭାଷାଓଡ଼ିଆ


ଅଭିନୟରେ ସମ୍ପାଦନା

ଓଡ଼ିଆକଥାଚିତ୍ର ‘ତୋ ବିନା ମୋ କାହାଣୀ ଅଧା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

ଆଧାର ସମ୍ପାଦନା

  1. ଅନୁପମ ଭାରତ, ୨୧ ଅକ୍ଟୋବର ୨୦୧୧, ପୃଷ୍ଠା-୧୧
  2. ଇଣ୍ଟରନେଟ ମୁଭି ଡାଟାବେସରେ ତୋ ବିନା ମୋ କାହାଣୀ ଅଧା