ତୁଙ୍ଗଭଦ୍ରା ନଦୀ , କର୍ନାଟକ ରାଜ୍ୟରେ ମୁଖ୍ଯତଃ ପ୍ରବାହିତ ଏକ ଭାରତୀୟ ନଦୀ । ଏହାର କିଛି ଅଂଶ କର୍ନଟକ ଓ ଆନ୍ଧ୍ରା ପ୍ରଦେଶ ସୀମାରେ ଯାଇ କ୍ରୀଷ୍ଣା ନଦୀ ସହିତ ମିଳିତ ହୁଏ ।  ମହାଭାରତରେ ଏହା ପାମ୍ପା ନାମରେ ଉଲ୍ଲିଖିତ । 

ତୁଙ୍ଗଭଦ୍ରା ନଦୀ (ತುಂಗಭದ್ರ ನದಿ)
Tungabhadra River at Hampi
ଦେଶ ଭାରତ
ରାଜ୍ୟ କର୍ଣ୍ଣାଟକ, ଆନ୍ଧ୍ରା ପ୍ରଦେଶ, ତେଲେଙ୍ଗନ
Tributaries
 - left Tunga River, Kumudvati River, Varada River
 - right Bhadra River, Vedavathi River, Handri River
Cities Harihar, Hospet, Hampi, Mantralayam, Kurnool
Source Koodli (place where the Thunga and Bhadra rivers meet
 - location Koodli, Bhadravathi, Karnataka, India
 - elevation ୬୧୦ m (୨,୦୦୧ ft)
 - coordinates 14°0′30″N 75°40′27″E / 14.00833°N 75.67417°E / 14.00833; 75.67417
Mouth Krishna River
 - location Alampur, Mahbubnagar, Telangana, India
 - elevation ୨୬୪ m (୮୬୬ ft)
 - coordinates 15°53′19″N 78°09′51″E / 15.88861°N 78.16417°E / 15.88861; 78.16417
Length ୫୩୧ km (୩୩୦ mi)
Basin ୭୧,୪୧୭ km2 (୨୭,୫୭୪ sq mi)

ଗତିପଥ  ସମ୍ପାଦନା

 
କୋରାଲ ପାହାଡ 

କର୍ନଟକ ରାଜ୍ୟର ପଶ୍ଚିମ ଘାଟ ପର୍ବତମାଳାରୁ ବାହାରିଥିବା ତୁଙ୍ଗା ଓ କୁଦି ନଦୀର ମିଶ୍ରଣରେ ତୁଙ୍ଗଭଦ୍ରା ନଦୀର ସୃଷ୍ଟି । ଏହି ଦୁଇ ଉପନଦୀ ଚିକମାଗଲୁର ଜିଲ୍ଲାରୁ ବାହାରି ତୁଙ୍ଗଭଦ୍ରାରେ ପରିଣତ ହେଲା ପରେ ତାହା ଶିଳ୍ପ ସହର ଭଦ୍ରବତୀ ହୋଇ ପ୍ରବାହିତ ହେଲା ପରେ ଆରବ ସାଗରରେ ପତିତ ହୁଏ । 100ରୁ ଉର୍ଦ୍ଧ ଉପନଦୀ , ନାଳ ଏହା ସହିତ ମିଳିତ ହେଇ ଏହାକୁ ଜଳ ପ୍ରଦାନ କରେ । ତୁଙ୍ଗା ଓ ଭଦ୍ରା କୁଦଳି ନାମକ ସ୍ଥାନରେ ମିଳିତ ହୁଅନ୍ତି । 

 
ହାମ୍ପିଠାରେ ନଦୀର ଦୃଶ୍ୟ 

ଏହି ନଦୀ ତଟରେ ଅନେକ ତୀର୍ଥ ସ୍ଥଳ , ଶୈବ ସଂପ୍ରଦାଯର ମନ୍ଦିର , ଶ୍ରୀଙ୍ଗେରୀ  ଥରେ ଅବସ୍ଥିତ । ଅନେକ ବ୍ରହ୍ମା ମନ୍ଦିର ମଧ୍ୟ ଏହାର ତତବର୍ତୀ ଅଞ୍ଚଳରେ ଅବସ୍ଥିତ । ପୁରାତନ ଚାଲୁକ୍ୟ ବଂଶଦ୍ୱାରା ନିର୍ମିତ ନବ ବ୍ରହ୍ମା ମନ୍ଦିର ଏହା ପଥରେ ଅବସ୍ଥିତ । 

1525ରୁ 1527 ମସିହା ମଧ୍ୟରେ ଶ୍ରୀ କୃଷ୍ଣ ଦେବରାୟ ଏହି ନଦୀ ତଟରେ ବନ୍ୟା ସୁରକ୍ଷ୍ୟା ପାଇଁ ସୁଦୃଢ ପ୍ରାଚୀର ନିର୍ମାଣ କରିଥିଲେ । 

 
ହାମ୍ପି ନିକଟ ରେ 

ଏହି ନଦୀ ଅଞ୍ଚଳରେ ଗ୍ରାନାଇଟର ଖାଦାନ ସବୁ ରହିଛି । .

 
Near Hampi

ନଦୀ ତଟ ବାରଟି ଅଞ୍ଚଳରୁ ପୁରାତନ ବିଜୟନଗରମ ସଭରାଜ୍ୟର ଭଗ୍ନାବଶେଷ ସବୁ ପରିଲାକ୍ଷୟିତ ହୁଏ । 20 ତମ ଶତାବ୍ଦୀରେ ଜଳସେଚନ ପାଇଁ ତୁଂଗଭଦ୍ରା ଡେମ ନିର୍ମିତ ହେଇଥିଲା । 

ମନ୍ଦିର ସମୂହ  ସମ୍ପାଦନା

 
Tungabhadra River shown in map
  • ଚିକମଗାଲୁର ଜିଲ୍ଲାରେ ନଦୀ ତଟରେ ଶ୍ରୀଙ୍ଗେରୀ ସାରଦମ୍ବା ମନ୍ଦିର ରହିଛି । 
  • ହରିହର ନାମକ ସ୍ଥାନରେ ହରିହରେଶ୍ୱର ମନ୍ଦିର ରହିଛି । ହାମ୍ପି ଅଞ୍ଚଳରେ ବିଜଯନଗର ରାଜ୍ୟର ଭଗ୍ନାବଶେଷ ଏକ ପର୍ଯ୍ୟଟନ ସ୍ଥଳୀ । 
  • ଏହାର ଆଲମପୁର ସ୍ଥାନକୁ ଦକ୍ଷିଣ କାଶୀ କୁହାଯାଏ । ଏଠାରେ ଅନେକ ମନ୍ଦିର ରହିଛି । 
  • ନଦୀ ତଟରେ ମନ୍ତରାଳୟମ ନାମକ ସ୍ଥାନରେ ମୂଳ ବୃନ୍ଦାବନ ତୀର୍ଥ ସ୍ଥଳୀ ରହିଛି । 

ନଦୀ ବନ୍ଧ ସମ୍ପାଦନା

ତୁଙ୍ଗଭାଦ୍ର ଉପରେ ଗଜାନୁରଠାରେ କ ନଦୀବନ୍ଧ ନିର୍ମିତ ହୋଇଛି । ଏହା ଏକ ବହୁମୂଖୀ ପ୍ରକଳ୍ପ । ହସପେତ ନିକଟରେ ବୃହତ ତୁଂଗଭଦ୍ରା ବନ୍ଧା ନିର୍ମିତ । ଏହି ବନ୍ଧାରୁ କେନାଲ ଯୋଗେ ଚାଷଜମିକୁ ଜଳ ଯୋଗାଣ ହୁଏ । 

 
ହୋସପେତ ଥରେ ନଦୀବନ୍ଧ ଜଳାଶୟ 
 
ନଦୀବନ୍ଧର ଜଳାଶୟ 

See also ସମ୍ପାଦନା

  • List of dams and reservoirs in India
  • Tungabhadra Pushkaralu
  • Kishkindha
  • Tungabhadra Pushkaralu

References ସମ୍ପାଦନା

External links ସମ୍ପାଦନା