ତାଳସାରି ବେଳାଭୂମି

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ତାଳସାରି ବେଳାଭୂମି
ଦେଶ ଭାରତ
ଜିଲ୍ଲାବାଲେଶ୍ୱର
Elevation
3 m (10 ft)
ଭାଷା
Time zoneUTC+୫.୩୦ (ଆଇ.ଏସ୍.ଟି)

ତାଳସାରି ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲାର ଏକ ବେଳାଭୂମି ଯାହା ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ।

ତାଳସାରି ନାମ "ତାଳ" ଓ "ସାରି/ସାରଣୀ" ଶବ୍ଦରୁ ଆସିଅଛି ବୋଲି ବିଶ୍ୱାସ କରାଯାଏ । ଏହି ଜାଗାକୁ ଘେରି ରହିଥିବା ତାଳଗଛକୁ ନେଇ ଏମିତି ନାମ ଦିଆଯାଇଥିବା ଜଣାଯାଏ । [୧] ତାଳ ଶବ୍ଦଟି ସଙ୍ଗୀତର ତାଳକୁ ବି ବୁଝାଇଥାଏ ଯାହା ସମୁଦ୍ରର ଲହଡ଼ିକୁ ସୂଚାଏ ।

ବିଶେଷତା ସମ୍ପାଦନା

ଏହି ଜାଗା ଘନ ଧାନ କ୍ଷେତରେ ଭରା, ଅନେକ ନଦୀ, ପାହାଡ଼ ଆଦି ଏହାକୁ ଲାଗି ରହିଛି । ଏଠାରେ ତାଳ, ନଡ଼ିଆ ଓ ଗୁଆ ଗଛ ମଧ୍ୟ ରହିଛି । ଉଦୟପୁର ଏହି ଭାଗର ଶେଷ ବେଳାଭୂମି । ଏଠାକାର ସୁବର୍ଣ୍ଣ ଦ୍ୱୀପରେ ଝାଉଁ ବଣରୁ ମନୋହରୀ ସାଇଁ ସାଇଁ ଶବ୍ଦ ଶୁଣିବାକୁ ମିଳିଥାଏ ।[୨]

ଗ୍ୟାଲେରି ସମ୍ପାଦନା

 
ସୂର୍ଯ୍ୟାସ୍ତ
 
ସନ୍ଧ୍ୟାରେ ବେଳାଭୂମିରେ ଜାଲ ବିଛାଯାଇଛି
 
ପାଣି ଫୋଟକା
 
ସମୁଦ୍ର କୂଳରେ ଲୁଣା ଜଙ୍ଗଲ
 
ଲୁଣା ଜଙ୍ଗଲ
 
ସାନ୍ତ ବେଳାଭୂମି
 
ବେଳାଭୂମିରେ ନାଲି କଙ୍କଡ଼ା
 
ତାଳସାରି ବେଳାଭୂମି
 
ତାଳସାରି ବେଳାଭୂମି

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

ଛାଞ୍ଚ:ବାଲେଶ୍ୱର