ତପସ୍ୟା (ଓଡ଼ିଆ କଥାଚିତ୍ର)

୧୯୮୦ର ଓଡ଼ିଆ କଥାଚିତ୍ର

ତପସ୍ୟା, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । [୧] ଏହା ଗୌରୀ ମିଶ୍ରଙ୍କ ପ୍ରଯୋଜନା ଓ ନଗେନ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୨]

ତପସ୍ୟା
ନିର୍ଦ୍ଦେଶକନଗେନ ରାୟ
ପ୍ରଯୋଜକଗୌରୀ ମିଶ୍ର
କଳାକାରଅଜିତ ଦାସ, ଅନିତା ଦାସ, ଉତ୍ତମ ମହାନ୍ତି, ଶରତ ପୂଜାରୀ
ସଙ୍ଗୀତପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ
୧୯୮୦
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ତପସ୍ୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

ଆଧାର ସମ୍ପାଦନା

  1. orissacinema.com
  2. "ଏ ମନ ଭାବୁଥାଏ ଯାହା". ନଜର୍ (ନିତିଦିନ). Retrieved 23 October 2016.[permanent dead link]
  3. "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
  4. "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.

ବାହାର ଆଧାର ସମ୍ପାଦନା