ଡୁଟାସ୍ଟେରାଇଡ

ଯୌଗିକ ରାସାୟନିକ ପଦାର୍ଥ

ଡୁଟାସ୍ଟେରାଇଡ (ଇଂରାଜୀ ଭାଷାରେ Dutasteride, ଏକ ବିକ୍ରୟ ନାମ ଆଭୋଡାର୍ଟ/ Avodart) ଏକ ଔଷଧ ଯାହା ବର୍ଦ୍ଧିତ ପ୍ରୋସ୍ଟେଟ ରୋଗର ଲକ୍ଷଣମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[୪][୫] ଏହାର ଉପକାରୀତା ପ୍ରାୟ କିଛି ମାସ ପରେ ଜଣାଯାଏ ।[୫] ଏହା ବ୍ୟତୀତ ପୁରୁଷଙ୍କର ମୁଣ୍ଡ ବାଳ ଝଡ଼ିବାର ଚିକିତ୍ସା ନିମନ୍ତେ ଓ ମହିଳାଙ୍କର ହରମୋନ ଥେରାପିରେ (hormone therapy) ବ୍ୟବ‌ହାର କରାଯାଏ ।[୬][୭] ଏହା ପାଟିରେ ଦିଆଯାଏ ।[୪][୮]

ଡୁଟାସ୍ଟେରାଇଡ
Clinical data
Trade namesAvodart, others; Combodart, Duodart (with tamsulosin)
SynonymsGG-745; GI-198745; GI-198745X; N-[2,5-Bis(trifluoromethyl)phenyl]-3-oxo-4-aza-5α-androst-1-ene-17β-carboxamide
AHFS/Drugs.commonograph
MedlinePlusa603001
Pregnancy
category
  • US: X (Contraindicated)
  • Not to be used during pregnancy
Routes of
administration
By mouth
Drug class5α-Reductase inhibitor
ATC code
Legal status
Legal status
Pharmacokinetic data
Bioavailability60%[୧]
Protein binding99%[୧]
MetabolismLiver (CYP3A4)[୧]
Metabolites• 4'-Hydroxydutasteride[୧]
• 6'-Hydroxydutasteride[୧]
• 1,2-Dihydrodutasteride[୧]
(All three active)[୧]
Elimination half-life4–5 weeks [୨][୩]
ExcretionFeces: 40% (metabolites)[୧]
Urine: 5% (unchanged)[୧]
Identifiers
  • (1S,3aS,3bS,5aR,9aR,9bS,11aS)-N-[2,5-bis(trifluoromethyl)phenyl]-9a,11a-dimethyl-7-oxo-1,2,3,3a,3b,4,5,5a,6,9b,10,11-dodecahydroindeno[5,4-f]quinoline-1-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.166.372 Edit this at Wikidata
Chemical and physical data
FormulaC27H30F6N2O2
Molar mass୫୨୮.୫୪ g·mol−1
3D model (JSmol)
  • FC(F)(F)c1cc(c(cc1)C(F)(F)F)NC(=O)[C@@H]3[C@]2(CC[C@H]4[C@H]([C@@H]2CC3)CC[C@H]5NC(=O)\C=C/[C@]45C)C
  • InChI=1S/C27H30F6N2O2/c1-24-11-9-17-15(4-8-21-25(17,2)12-10-22(36)35-21)16(24)6-7-19(24)23(37)34-20-13-14(26(28,29)30)3-5-18(20)27(31,32)33/h3,5,10,12-13,15-17,19,21H,4,6-9,11H2,1-2H3,(H,34,37)(H,35,36)/t15-,16-,17-,19+,21+,24-,25+/m0/s1 checkY
  • Key:JWJOTENAMICLJG-QWBYCMEYSA-N checkY
  (verify)

ଡୁଟାସ୍ଟେରାଇଡର ସାଧାରଣ ପ୍ରତିକ୍ରିୟାରେ ଯୌନ ସମସ୍ୟା, ସ୍ତନ ଦରଜ ଓ ସ୍ତନ ବୃଦ୍ଧି ହୋଇପାରେ ।[୪] ଏହା ବ୍ୟତୀତ କେତେକ ପ୍ରକାରର ପ୍ରୋସ୍ଟେଟ କର୍କଟ, ଅବସାଦଆଞ୍ଜିଓଇଡିମା ହୋଇପାରେ ।[୪][୫] ଗର୍ଭାବସ୍ଥାରେ ଓ ଯୌନ ସାଥୀ ଏହାର ବ୍ୟବ‌ହାର କଲେ ଶିଶୁର କ୍ଷତି ହୁଏ ।[୪][୫] ଡୁଟାସ୍ଟେରାଇଡ ଏକ ପ୍ରକାର ୫ -ରିଡକ୍ଟେଜ ଇନହିବିଟର (5α-reductase inhibitor) ଓ ଏକ ଆଣ୍ଟିଆଣ୍ଡ୍ରୋଜେନ (antiandrogen) ଔଷଧ ।[୨] ଏହା ଏକ ଏଞ୍ଜାଇମ ଇନହିବିଟର (decreasing|) ଯାହା ଡାଇହାଇଡ୍ରୋଟେସ୍ଟୋସ୍ଟିରନ (dihydrotestosterone/ DHT) ନାମକ ଏକ ପ୍ରକାର ଯୌନ ହରମୋନ (sex hormone) ଆଣ୍ଡ୍ରୋଜେନର (androgen) ବାୟୋସିନ୍ଥେସିସ (production|) କମେଇ ଦେଇ କାର୍ଯ୍ୟକ୍ଷମ ହୁଏ ।[୯][୪]

Dutasteride ସନ ୧୯୯୩ରେ ଗ୍ଲାକ୍ସୋସ୍ମିଥକ୍ଲାଇନଦ୍ୱାରା (GlaxoSmithKline) ପେଟେଣ୍ଟ ହେବା ପରେ ସନ ୨୦୦୧ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧୦][୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୫] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୬.୬୬ ଆମେରିକୀୟ ଡଲାର ।[୧୧] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୭୪ତମ ସ୍ଥାନରେ ଥଲା । [୧୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Thomas L. Lemke; David A. Williams (2008). Foye's Principles of Medicinal Chemistry. Lippincott Williams & Wilkins. pp. 1286–1287. ISBN 978-0-7817-6879-5.
  2. ୨.୦ ୨.୧ Ulrike Blume-Peytavi; David A. Whiting; Ralph M. Trüeb (26 June 2008). Hair Growth and Disorders. Springer Science & Business Media. pp. 182, 369. ISBN 978-3-540-46911-7.
  3. Jacqueline Burchum; Laura Rosenthal (2 December 2014). Lehne's Pharmacology for Nursing Care. Elsevier Health Sciences. pp. 803–. ISBN 978-0-323-34026-7.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Dutasteride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ British national formulary : BNF 76 (76 ed.). Pharmaceutical Press. 2018. p. 769. ISBN 9780857113382.
  6. Jerry Shapiro; Nina Otberg (17 April 2015). Hair Loss and Restoration, Second Edition. CRC Press. pp. 39–. ISBN 978-1-4822-3199-1.
  7. Wesp LM, Deutsch MB (2017). "Hormonal and Surgical Treatment Options for Transgender Women and Transfeminine Spectrum Persons". Psychiatr. Clin. North Am. 40 (1): 99–111. doi:10.1016/j.psc.2016.10.006. PMID 28159148.
  8. Wu C, Kapoor A (2013). "Dutasteride for the treatment of benign prostatic hyperplasia". Expert Opin Pharmacother. 14 (10): 1399–408. doi:10.1517/14656566.2013.797965. PMID 23750593.
  9. Aggarwal S, Thareja S, Verma A, Bhardwaj TR, Kumar M (February 2010). "An overview on 5alpha-reductase inhibitors". Steroids. 75 (2): 109–53. doi:10.1016/j.steroids.2009.10.005. PMID 19879888.
  10. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 483. ISBN 9783527607495.
  11. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  12. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ ସମ୍ପାଦନା