ଡକ୍ସେପିନ (ଇଂରାଜୀ ଭାଷାରେ Doxepin) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ଉଦ୍‌ବେଗ ଅବ୍ୟବସ୍ଥା, କ୍ରନିକ ହାଇଭ୍‌ସନିଦ୍ରା ସମସ୍ୟା (trouble sleeping) ଭଳି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୬][୭] ହାଇଭ୍‌ସ ରୋଗରେ ଆଣ୍ଟିହିସ୍ଟାମିନ (antihistamines) ଅଧିକ ପସନ୍ଦ କରାଯାଏ ।[୬] ନିଦ୍ରା ମମସ୍ୟାରେ ଏହା ସାମାନ୍ୟ ବା ମଧ୍ୟମ ଧରଣର ଉପକାର ଦିଏ । [୮] ଆଟୋପିକ ଡର୍ମାଟାଇଟିସ, ଲାଇଚେନ ସିମ୍ପ୍ଲେକ୍ସ କ୍ରନିକସ lichen simplex chronicus ରୋଗରେ ହେଉଥିବା ଗଲୁ ନିମନ୍ତେ ଏହା ଏହାର କ୍ରିମ (cream) ବ୍ୟବ‌ହାର କରାଯାଏ ।[୯]

ଡକ୍ସେପିନ
Clinical data
Trade namesSinequan, Quitaxon, Aponal, others[୨]
SynonymsNSC-108160[୩]
AHFS/Drugs.commonograph
MedlinePlusa682390
data
Pregnancy
category
  • AU: C
  • US: B (No risk in non-human studies)
Routes of
administration
By mouth, topical, intravenous, intramuscular injection[୧]
Drug classTricyclic antidepressant (TCA)
ATC code
Legal status
Legal status
Pharmacokinetic data
Bioavailability13–45% (mean 29%)[୫][୪]
Protein binding76%
MetabolismHepatic (CYP2D6, CYP2C19)[୪][୫]
MetabolitesNordoxepin, glucuronide conjugates[୪]
Elimination half-lifeDoxepin: 8–24 hours (mean 17 hours)
Nordoxepin: 31 hours
ExcretionUrine: ~50%[୪][୫]
Feces: minor[୫]
Identifiers
  • (E/Z)-3-(dibenzo[b,e]oxepin-11(6H)-ylidene)-N,N-dimethylpropan-1-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC19H21NO
Molar mass279.376 g/mol
3D model (JSmol)
  • CN(C)CC/C=C1C2=C(C=CC=C2)OCC3=C/1C=CC=C3
  • InChI=1S/C19H21NO/c1-20(2)13-7-11-17-16-9-4-3-8-15(16)14-21-19-12-6-5-10-18(17)19/h3-6,8-12H,7,13-14H2,1-2H3 checkY
  • Key:ODQWQRRAPPTVAG-UHFFFAOYSA-N checkY
 ☒NcheckY (what is this?)  (verify)

ଡକ୍ସେପିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଷ୍କ ପାଟି, ଅଇ ଓ ଝାପ୍‌ସା ଦୃଷ୍ଟି ହୋଇପାରେ ।[୬] ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସରୁ କମ୍ ଲୋକମାନେ ଆତ୍ମହତ୍ୟା ପ୍ରବଣ, ମାନିଆୟୁରିନାରି ରିଟେନସନ ହୋଇପାରେ ।[୬] ଏହାର ମାତ୍ରା ଶୀଘ୍ର କମେଇ ଦେଲେ ଉଇଥଡ୍ରଆଲ ସିଣ୍ଡ୍ରୋମ (withdrawal syndrome) ହୋଇପାରେ ।[୬] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । [୧୦][୧୧] ଏହା ଏକ ପ୍ରକାର ଟ୍ରାଇସାକ୍ଲିକ ଆଣ୍ଟିଡିପ୍ରେସାଣ୍ଟ ବା ଟିସିଏ (tricyclic antidepressant/ TCA) ଔଷଧ ।[୬] ଏହାର କାର୍ଯ୍ୟଧାର ଅସ୍ପଷ୍ଟ ଥିଲେ ମଧ୍ୟ ନର୍‌ଏପିନେଫ୍ରିନ ସ୍ତର ବୃଦ୍ଧି କରୁଥାଇପାରେ ।[୬] ଏହାର ଆଣ୍ଟିହିସ୍ଟାମିନ (antihistamine), ଆଣ୍ଟିକଲିନର୍ଜିକ (anticholinergic) ଓ ଆଣ୍ଟସେରୋଟୋନର୍ଜିକ (antiserotonergic) ପ୍ରଭାବ ଅଛି । [୬]

ସନ ୧୯୬୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡକ୍ସେପିନ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧୦] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୦୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୧୨] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୯ତମ ସ୍ଥାନରେ ଥଲା ।[୧୩]

ଆଧାର ସମ୍ପାଦନା

  1. "Doxepin Hydrochloride". Martindale: The Complete Drug Reference. London, UK: Pharmaceutical Press. 30 January 2013. Retrieved 3 December 2013.
  2. Adis Editorial (1971). "Doxepin". Drugs. 1 (3): 194–227. doi:10.2165/00003495-197101030-00002.
  3. J. Elks (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 469–. ISBN 978-1-4757-2085-3.
  4. ୪.୦ ୪.୧ ୪.୨ ୪.୩ Weber J, Siddiqui MA, Wagstaff AJ, McCormack PL (2010). "Low-dose doxepin: in the treatment of insomnia". CNS Drugs. 24 (8): 713–20. doi:10.2165/11200810-000000000-00000. PMID 20658801.
  5. ୫.୦ ୫.୧ ୫.୨ ୫.୩ Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 604–. ISBN 978-1-60913-345-0.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ ୬.୮ "Doxepin Hydrochloride". Drugs.com. American Society of Health-System Pharmacists. Retrieved 20 March 2019.
  7. "Silenor (doxepin) label" (PDF). FDA. 17 March 2010. Retrieved 25 October 2017. For label updates see FDA index page for NDA 022036
  8. Yeung, WF; Chung, KF; Yung, KP; Ng, TH (February 2015). "Doxepin for insomnia: a systematic review of randomized placebo-controlled trials". Sleep Medicine Reviews. 19: 75–83. doi:10.1016/j.smrv.2014.06.001. PMID 25047681.
  9. "Doxepin hydrochloride cream" (PDF). FDA. 20 December 2002. Retrieved 25 October 2017. For label updates see FDA index page for NDA 020126
  10. ୧୦.୦ ୧୦.୧ ୧୦.୨ British national formulary : BNF 76 (76 ed.). Pharmaceutical Press. 2018. p. 372. ISBN 9780857113382.
  11. "Doxepin Use During Pregnancy". Drugs.com (in ଇଂରାଜୀ). Retrieved 21 March 2019.
  12. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  13. "The Top 300 of 2019". Clincalc.com. Retrieved 22 December 2018.

ବାହ୍ୟ ଲିଙ୍କ ସମ୍ପାଦନା