ଠେକ୍କୁମ୍ଭାଗମ

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଠେକ୍କୁମ୍ଭାଗମ
തെക്കുംഭാഗം
Thekkumbhagom
Neighbourhood
From Top:Boating at Paravur Lake, Sunset at Thekkumbhagam beach, Thekkumbhagam Estuary, Paravur Lake at Thekkumbhagam, Lakesagar Xavier's resort in Thekkumbhagam
From Top:Boating at Paravur Lake, Sunset at Thekkumbhagam beach, Thekkumbhagam Estuary, Paravur Lake at Thekkumbhagam, Lakesagar Xavier's resort in Thekkumbhagam
Country India
StateKerala
DistrictKollam
Civic bodyParavur Municipality
Languages
Time zoneUTC+5:30 (IST)
PIN
691319
Telephone code0474
ଯାନବାହାନ ପଞ୍ଚୀକରଣKL-02
Nearest cityKollam - 14 km
Websitewww.paravuronline.com
www.paravurmunicipality.in//

ଠେକ୍କୁମ୍ଭାଗମ (ମାଲୟାଲମ: തെക്കുംഭാഗം/പരവൂര്‍ തെക്കുംഭാഗം)ଭାରତୀୟ ରାଜ୍ୟ କେରଲର ଏକ ପ୍ରସିଦ୍ଧ ଦର୍ଶନୀୟ ବେଳାଭୂମି ସହର । ଏହା କୋଲଲାମ ଜିଲ୍ଲାରେ ଦକ୍ଷିଣ ତଟରେ ଅବସ୍ଥିତ । [୧] 1936 ମସିହାରେ ଏହା ଏକ ପଞ୍ଚାଯତ ଥିଲା । .[୨]  

ପାରାଭୁର-ଠେକ୍କୁମ୍ଭାଗମ ପକ୍ଷୀ ବିହାର  ସମ୍ପାଦନା

ପାରାଭୁର ସ୍ଥଳଭାଗର ତିନିଟି ଦିଗ ଜଳରେ ପରିପୂର୍ଣ । ଏହାର ନିକଟରେ ପରାଭୂର ହ୍ରଦ , ନୟାଦରା ହ୍ରଦ ଓ ଆରବ ସାଗର ରହିଛି । ଏହାର ଦକ୍ଷିଣାଞ୍ଚଳରେ ପକ୍ଷିବିହାର ରହିଛି । ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ[୩][୪] ଆସିଥାନ୍ତି । ଏକ ଚମତ୍କାର ଭାବରେ ସୁନ୍ଦର ବେଳାଭୂମି ପର୍ଯ୍ୟଟକଙ୍କୁ ଦେଶ ବିଦେଶରୁ ଆକର୍ଷଣ କରିଥାଏ । [୫][୬]

ଠେକ୍କୁମ୍ଭାଗମଠାରେ ଦର୍ଶନୀତ ସ୍ଥଳ ସମୂହ  ସମ୍ପାଦନା

  • ପାରାଭୁର [୭]
  • ଠେକ୍କୁଭଗମ-କପ୍ପିଳ ବେଳାଭୂମି 
  • ପ୍ରିୟଦରହିନୀ ବୋଟ କ୍ଲବ
  • ପାରାଭୁର ହ୍ରଦ 
  • ପୋଝିକ୍କାରା ପକ୍ଷୀ ବିହାର 
  • ପୋଲାଚିରା ଆର୍ଦ୍ରଭୂମି 
  • ପୁଥେଙ୍କୁଲମ ହାତୀ ଗ୍ରାମ 
  • [୮]

ପୁନଶ୍ଚ ଦେଖଣା  ସମ୍ପାଦନା

ଗ୍ୟାଲେରି  ସମ୍ପାଦନା

ଆଧାର  ସମ୍ପାଦନା

  1. Beach and backwaters beckon discerning tourists at Kappil
  2. History of Paravur
  3. "Estuaries Of India". Retrieved 16 March 2015.
  4. "Impact of Sea-Sand Filling in the Paravur-Kappil Backwaters, Southern Kerala with Special Reference to Phytoplankton Productivity" (PDF). Retrieved 16 March 2015.
  5. Coastal Zone Management: By Ramakrishnan Korakandy. Retrieved 16 March 2015.
  6. "Paravur-Pozhikkara-Thanni Road". Retrieved 16 March 2015.
  7. Temples in Kollam district
  8. Elephant News