ଟୋରି ଫତେହପୁର (ହିନ୍ଦୀ : टोडी फतेहपुर or टोडी फ़तेहपुर),ବ୍ରିଟିଶ ଶାସନ ସମୟର ଏକ ରାଜକୀୟ ରାଜ୍ୟ ଥିଲା । ଏହା ହସ୍ତ- ଭୈୟା ଜାଗିର ରାଜ୍ୟ ସମୂହର ବୁନ୍ଦେଳଖଣ୍ଡ ଏଜେନ୍ସିର ଅନ୍ତର୍ଗତ ଥିଲା । ବର୍ତ୍ତମାନ ଏହା ଉତ୍ତର ପ୍ରଦେଶ 4ର ଝାଁସୀ ଜିଲ୍ଲାରେ ଅନ୍ତରଭୁକ୍ତ । 

ଟୋରି ଫତେହପୁର
टोडी फतेहपुर
Princely Estate (Jagir)
1690–1950

Flag of Tori-Fatehpur

Flag

Location of Tori-Fatehpur
Location of Tori-Fatehpur
Tori Fatehpur State in the Imperial Gazetteer of India
History
 •  Established 1690
 •  Independence of India 1950
Area
 •  1901 ୯୩ km2 (୩୬ sq mi)
Population
 •  1901 ୭,୦୯୯ 
Density ୭୬.୩ /km2  (୧୯୭.୭ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଇତିହାସ  ସମ୍ପାଦନା

1812 ମସିହାରେ ଅର୍ଚା ରାଜବଂଶଜଙ୍କଦ୍ୱାରା ଏହି ରାଜ୍ୟ ସ୍ଥାପିତ ହେଇଥିଲା । ଦିବାନ ରାଇ ସିଂହଙ୍କ 8 ଜଣ ପୁତ୍ର ମଧ୍ୟରୁ ଏହା ସମେତ ଧୁରବାଇ ,ବିଜନା  କୁ ରାଜ୍ୟ ଆକାରରେ ଦିଆ ଯାଇଥିଲା । [୧]

ଏହା ଗୁରସରାୟ ପାର୍ବତ୍ଯ ଅଞ୍ଚଳରେ ଅବସ୍ଥିତ । ଏହା ଝାଁସୀଠାରୁ 100 କିଲୋମିଟର ଦୂରରେ ରହିଛି ଓ ଏଠାରେ ଥିବା ଦୁର୍ଗ 300 ବର୍ଷ [୨]ପୁରାତନ । ଭାରତ ସ୍ୱାଧୀନ ହେଲା ପରେ 1950 ମସିହାରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘରେ ସାମିଲ ହେଇ ବିନ୍ଧ୍ୟ ପ୍ରଦେଶରେ ରହିଥିଲା ..

ଶାସକ ସମୂହ  ସମ୍ପାଦନା

ବୁନ୍ଦେଲା ରାଜପୁତ ରାଜବଂଶର ଶାସକମାନେ ଏହାକୁ ଶାସନ କରୁଥିଲେ । ସେମାନେ ନିଜକୁ ଦିବାନ ଉପାଧିରେ ନମିତା କରୁଥିଲେ । ଏହି ବଂଶର ଶେଷ ରାଜା ଦିବାନ ବୃଜେନ୍ଦ୍ର ସିଂଟ ଥିଲେ । [୩]

ପୁନଶ୍ଚ ଦେଖଣା  ସମ୍ପାଦନା

  • Bundelkhand Agency
  • Political integration of India

ଆଧାର  ସମ୍ପାଦନା

  1. Great Britain India Office.
  2. Tori Fatehpur
  3. "Tori Fatehpur Princely State". Archived from the original on 2016-04-07. Retrieved 2016-11-28.

ବାହାର ଲିଙ୍କ  ସମ୍ପାଦନା