ଟୋରାସେମାଇଡ

ଯୌଗିକ ରାସାୟନିକ ପଦାର୍ଥ

ଟୋରାସେମାଇଡ (ଇଂରାଜୀ ଭାଷାରେ Torasemide, ଅନ୍ୟ ନାମ ଟର୍ସେମାଇଡ/ torsemide) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଯୋଗୁ ହେଉଥିବା ହାଇପରଭଲେମିଆ (fluid overload), ବୃକ୍‌କ ରୋଗ (kidney disease) ଓ ଯକୃତ ରୋଗ (liver disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପ ରୋଗ ଚିକିତ୍ସା ନିମନ୍ତେ ବିଶେଷ ପସନ୍ଦ କରାଯାଏ ନାହିଁ ।[୧] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]

ଟୋରାସେମାଇଡ
Clinical data
Trade namesDemadex, Tortas, others
SynonymsTorsemide
AHFS/Drugs.commonograph
MedlinePlusa601212
Pregnancy
category
  • US: C (Risk not ruled out)
Routes of
administration
By mouth, IV
Drug classLoop diuretic
ATC code
Legal status
Legal status
Pharmacokinetic data
Bioavailability80-90%
Protein bindingHighly bound (>99%).
MetabolismHepatic (80%)
Elimination half-life3.5 hours; Cirrhosis: 7-8 hours
Identifiers
  • N-[(isopropylamino)carbonyl]-4-[(3-methylphenyl)amino]pyridine-3-sulfonamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.164.924 Edit this at Wikidata
Chemical and physical data
FormulaC16H20N4O3S
Molar mass348.421 g/mol
3D model (JSmol)
  • CC(C)NC(=O)NS(=O)(=O)c1cnccc1Nc2cc(C)ccc2
  • InChI=1S/C16H20N4O3S/c1-11(2)18-16(21)20-24(22,23)15-10-17-8-7-14(15)19-13-6-4-5-12(3)9-13/h4-11H,1-3H3,(H,17,19)(H2,18,20,21) checkY
  • Key:NGBFQHCMQULJNZ-UHFFFAOYSA-N checkY
 ☒NcheckY (what is this?)  (verify)

ଟୋରାସେମାଇଡର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅଧିକ ପରସ୍ରା କରିବା, ତରଳ ଝାଡ଼ା, କାଶ ଓ ମୁଣ୍ଡ ଓଜନିଆ ଲାଗିବା ହୋଇପାରେ । [୧] ଶ୍ରବଣ ହାନୀ (hearing loss) ଓ ଅଳ୍ପ ପୋଟାସିଅମ low blood potassium ମଧ୍ୟ ହୋଇପାରେ ।[୧] ଟୋରାସେମାଇଡ ଏକ ପ୍ରକାର ସଲଫୋନାମାଇଡ (sulfonamide) ଓ ଲୁପ ଡାଇୟୁରେଟିକ (loop diuretic) ।[୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ବ୍ୟବ‌ହାର କରିବାକୁ ମନା କରାଯାଏ ।[୨] ବୃକ୍‌କର ସୋଡ଼ିଅମ ପୁନଃଅବଶୋଷଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ । [୧]

ଟୋରାସେମାଇଡ ସନ ୧୯୭୪ରେ ପେଟେଣ୍ଟ ହେବା ପରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୦ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୪ ତମ ସ୍ଥାନରେ ଥଲା । [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Torsemide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 227–228. ISBN 9780857113382.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 458. ISBN 9783527607495.
  4. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ ସମ୍ପାଦନା