ଟେମରି

ଓଡ଼ିଶାରେ ଏକ ଗାଁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Temri
ଟେମରି
टेमरी
Nickname: 
Temari
Country India
Stateଓଡ଼ିଶା
Districtବରଗଡ଼
Elevation
205 m (673 ft)
Population
 (2001)
 • Total୨,୦୯୩
Languages
Time zoneUTC+5:30 (IST)
PIN
768039
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ଟେମରି(ତେମାରୀ ନାମରେ ମଧ୍ୟ ପରିଚିତ) ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଏକ ଗ୍ରାମ ପଞ୍ଚାୟତ । 

ଶିକ୍ଷା  ସମ୍ପାଦନା

ଗ୍ରାମରେ ପ୍ରାଇମାରୀ ସ୍କୁଲ ସହ ହାଇସ୍କୁଲ ମଧ୍ୟ ରହିଛି ।[୧]

ଭୌଗଳିକ ଅବସ୍ଥିତି  ସମ୍ପାଦନା

 
forest area in temri village

ଟେମରିର ଭୌଗୋଳିକ ଅବସ୍ଥିତି  21°0′42″N 82°53′45″Eଠାରେ । ଏହା ସମୁଦ୍ରପତ୍ତନଠାରୁ ୮୬୯ଫୁଟ ଉପରେ । ଏହା ଜିଲ୍ଲାର ସଦର ମହକୁମା ବରଗଡ଼ଠାରୁ ୧୦୪ କିଲୋମିଟର ଦୂରବର୍ତ୍ତୀ । ଏହା ପାଇକମାଳ ବ୍ଲକର ଏକ ଗ୍ରାମ ପଞ୍ଚାୟତ ଓ ପାଇକମାଳଠାରୁ ଏହା ୧୮ କିଲୋମିଟର ଦୂର । ଏହି ଅଞ୍ଚଳ ଚିର ମରୁଡିଗ୍ରସ୍ତ । ଏଠାରେ ଜଳସେଚନର ସୁବିଧା ନାହି । ଏଠାରୁ ୨୫ କିଲୋମିଟର ଦୂରରେ ଗନ୍ଧମାର୍ଦନ ପର୍ବତ ଅବସ୍ଥିତ । ଏଠାରୁ ୩ କିଲୋମିଟର ଦୂରରେ ମଗରଣଲ୍ଲ ବନ୍ଧ ଅବସ୍ଥିତ ।  

ଜନସଂଖ୍ୟା  ସମ୍ପାଦନା

୨୦୦୧ ମସିହା ଜନଗଣନା[୨] ଅନୁସାରେ ଏହି ସହରର ଜନସଂଖ୍ୟା ୨୦୯୩ ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୧୦୪୫ ଥିବା ବେଳେ ମହିଳା ସଂଖ୍ୟା ୧୦୪୮ ଥିଲା ।[୩] ଏଠାରେ ସାକ୍ଷରତା ହାର ୬୧% ଯାହା ଜାତୀୟ ହାରଠାରୁ କିଛି ଅଧିକ ।

ଯାନୀ ଯାତ୍ରା  ସମ୍ପାଦନା

ନୂଆଖାଇପୌଷ ପୂର୍ଣ୍ଣିମା ଏଠାର ମୁଖ୍ୟ ପୂଜା । ଲକ୍ଷ୍ମୀ ପୂଜା ଏଠାରେ ପାଳନ କରାଯାଏ । 

ଆଧାର ସମ୍ପାଦନା

  1. = List of High School | publisher = Department of Schools and Mass Education, Government of Odisha
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  3. [୧]