ଝାବୁଆ ରାଜ୍ୟ ବ୍ରିଟିଶ ଶାସନକାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ଝାବୁଆ ସହରରେ ଥିଲା ।ଏହି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଭିଲ ଜନଜାତିର ଲୋକ ବସବାସ କରୁଥିଲେ । ଉମରକୋଟ ଏହି ରାଜ୍ୟର ଏକ ଉପରାଜ୍ୟ  ଅଞ୍ଚଳ ଥିଲା । [୧]

Jhabua State
झाबुआ रियासत
Princely State of British India

1584–1948
Flag Coat of arms
Flag Coat of arms
Location of Jhabua
Location of Jhabua
Jhabua State in the Imperial Gazetteer of India
Capital Jhabua
History
 •  Established 1584
 •  Accession to the Union of India 1948
Area
 •  1901 ୩,୪୬୦ km2 (୧,୩୩୬ sq mi)
Population
 •  1901 ୮୦.୮୮୯ 
Density ୦ /km2  (୦.୧ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
ଝାବୁଆର ଭିଲ ନର୍ତକି ଗଣ

ଇତିହାସ  ସମ୍ପାଦନା

 ମର୍ବାରର ରାଓ ଯୋଧାଙ୍କ ପଞ୍ଚମ ସନ୍ତାନ ରାଓ ଭିରଜି ଏହି ରାଜା ପରିବାର ପ୍ରଥମ ରାଜା ଥିଲେ ।ତାଙ୍କର ବଂଶଜ କଂବରକେଶୋ ଦାସ ବା କିଷାନ ଦାସ 1584 ମସିହାରେ ଝବୁଆ ରାଜୟାର ସ୍ଥାପନ କରିଥିଲେ । ଦିଲ୍ଲୀର ମୋଗଲ ସମ୍ରାଟ ଜାହାଙ୍ଗୀର ତାଙ୍କୁ ବେଙ୍ଗଲ ଯୁଦ୍ଧରେ ସାହାଯ୍ୟ କରିଥିବାରୁ ଓ ଭିଲ ଜନଜାତିର ମୁଖ୍ୟଙ୍କୁ ଦଣ୍ଡ ଦେଇଥ୍ଯିବାରୁ ପୁରସ୍କାର ସ୍ୱରୂପ ତାଙ୍କୁ ଏହି ରାଜ୍ୟର ରାଜା ଉପାଧି ଦେଇଥିଲେ । ସେ ରାଠୋର ବଂଶୀୟ ରାଜପୁତ ଥିଲେ । [୨]

ବ୍ରିଟିଶ ରାଜୁତି କାଳରେ ଝାବୁଆ ଭୋପାୱାର ଏଜେନ୍ସି ଅଧୀନରେ ରହିଥିଲା । ପରେ 1927 ମସିହାରେ ତାହା ମଳବା ଏଜେନ୍ସି ଅଧୀନକୁ ଗଲା । ଝାବୁଆ 1947 ମସିହାରେ ଭାରତୀୟ  ରାଜ୍ୟ ସଂଘରେ ସମ୍ମିଳିତ ହେଇ ମଧ୍ୟ ଭାରତରେ ରହିବା ପରେ 1956 ମସିହାରେ ମଧ୍ୟପ୍ରଦେଶରେ ମିଶିଥିଲା । [୩]

ଶାସକଗଣ  ସମ୍ପାଦନା

ଝାବୁଆର ଶାସକ ମାନଙ୍କୁ ରାଜା କୁହାଯାଇ ସେମାନେ ବ୍ରିଟିଶ ମାନଙ୍କଦ୍ୱାରା 11 -ତୋପ ସମ୍ମାନର ଅଧିକାର ପ୍ରାପ୍ତ ହେଇଥିଲେ । [୪]

Rajas ସମ୍ପାଦନା

  • 1584 - 1607 କେଶୋ ଦାସ 
  • 1607 - 1610 କାରଣ ସିଂହ 
  • 1610 - 1677 ମାଁ ସିଂହ 
  • 1677 - 1723 କୁଶଲ ସିଂହ 
  • 1723 - 1727ଅନୁପ ସିଂହ 
  • 1727 - 1758 ଶେୟ ସିଂହ 
  • 1758 - 1770 ବାହାଦୁର ସିଂହ 
  • 1770 - 1821 ଭୀମ ସିଂହ 
  • 1821 - 1832 ପ୍ରତାପ ସିଂହ 
  • 1832 - 1840 ରତନ ସିଂହ 
  • Nov 1841 - 1895 ଗୋପାଳ ସିଂହ 
  • 26 Apr 1895 - 1942 ଉଦୟ ସିଂହ 
  • 1942 - 15 Aug 1947 ଧାଲିପ ସିଂହ 

ପୁନଶ୍ଚ ଦେଖଣା  ସମ୍ପାଦନା

  • Central India Agency
  • Political integration of India

ଆଧାର  ସମ୍ପାଦନା