ଜୀବନସାଥୀ

୧୯୬୩ର ଓଡ଼ିଆ କଥାଚିତ୍ର

ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ଜୀବନସାଥୀ ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା । ପୁନର୍ଜନ୍ମ ଉପରେ ଆଧାରିତ ଏହି କଥାଚିତ୍ରରେ ଗୁରୁକୃଷ୍ଣ ଗୋସ୍ୱାମୀନାରାୟଣ ପ୍ରସାଦ ସିଂହ ଗୀତ ଲେଖିଥିଲେ ।[୧] ଏହା ଓଡ଼ିଶା ବାହାରେ (ଶିମଲା) ସୁଟିଂ କରାଯାଇଥିବା ପ୍ରଥମ ଓଡ଼ିଆ କଥାଚିତ୍ର ।[୨][୩] ଏହା ରାଷ୍ଟ୍ରପତିଙ୍କ ରୌପ୍ୟକମଳ ପୁରସ୍କାର ପାଇଥିଲା । [୪]

ଜୀବନସାଥୀ
ନିର୍ଦ୍ଦେଶକପ୍ରଭାତ ମୂଖାର୍ଜୀ
ପ୍ରଯୋଜକଶ୍ରୀନିବାସ ପାଇକରାୟ
କଳାକାରଶରତ ପୂଜାରୀ, ଗୀତାଞ୍ଜଳି, ମିନତି ମିଶ୍ର
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୯୬୩
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧ଲକ୍ଷ ୫ହଜାର

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ଜୀବନସାଥୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. "Jeeva Sathi screened". The Hindu. Retrieved 7 January 2015.
  2. Maitra, Chandrima. "Classic touch on silver screen". The Hindu. Retrieved 7 January 2015.
  3. ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) Archived 2021-01-17 at the Wayback Machine., accessdate: May 19, 2016
  4. Ashok Palit. "Facts & Figure about National Award for Odia Film". Orissadiary.com. Retrieved Monday, June 27, 2011. {{cite news}}: Check date values in: |accessdate= (help)[permanent dead link]

ବାହାର ଆଧାର ସମ୍ପାଦନା