ଜାପାନର ରାଜ୍ଯ ସମୂହ

ଜାପାନ ୪୭ଟି ରାଜ୍ଯ ବା (都道府県) ତୋଦୋଫୁକେନ୍-ରେ ବିଭକ୍ତ । ତନ୍ମଧ୍ଯରେ ୪୩ଟି ପୂର୍ଣ୍ଣ ରାଜ୍ଯ (県: କେନ୍), ଦୁଇଟି ଶିଳ୍ପରାଜ୍ଯ (府 ଫୁ) (ଓସାକା ରାଜ୍ଯକ୍ଯୋଟୋ ରାଜ୍ଯ), ଗୋଟିଏ -ଦୋ (道) (ହୋକାଇଦୋ) ଏବଂ ଗୋଟିଏ ମହାନଗର (都: -ତୋ) (ଟୋକିଓ ମହାନଗର) ରହିଛି । ରାଜ୍ଯଗୁଡ଼ିକ ସହର, ନଗର ଏବଂ ଗ୍ରାମଠାରୁ ବଡ଼ । ୧୮୬୮ରେ, ମେଇଜୀ ଫୁହାଙ୍କେନ ସାଞ୍ଚିସେଇ ପ୍ରଶାସନ ପ୍ରଥମେ ଶିଳ୍ପାଞ୍ଚଳୀୟ ତଥା ଗ୍ରାମୀଣ ପ୍ରଶାସକଙ୍କୁ (ବୁଗ୍ଯୋ ଏବଂ ଦାଇକାନ୍ ଇତ୍ୟାଦିଙ୍କୁ) ବିସ୍ଥାପିତ କରି ରାଜ୍ଯ (ଶିଳ୍ପାଞ୍ଚଳୀୟ -ଫୁ ଏବଂ ଗ୍ରାମୀଣ -କେନ୍) ତିଆରି କଲେ । ଏହାର ଉଦ୍ଦେଶ୍ଯ ତୋକୁଗାୱା ଶୋଗୁନେତର ପ୍ରଭାବ କମାଇବା । ଉପରବର୍ଣ୍ଣିତ ରାଜ୍ଯଗୁଡିକୁ ଶୋଗୁନେତଦ୍ୱାରା ପ୍ରଶାସିତ ଅଞ୍ଚଳ ତଥା ବିଦ୍ରୋହୀ ଦାଇମ୍ଯୋଙ୍କଦ୍ୱାରା ଶାସିତ ଅଞ୍ଚଳରେ ସ୍ଥାପନ କରାଗଲା: ଯେପରିକି ୱାକାମାତ୍ସୁ। ୧୮୭୧ରେ ଅବଶିଷ୍ଟ ହାନ୍-ଗୁଡ଼ିକୁ ରାଜ୍ଯରେ ପରିଣତ କରିଦିଆଗଲା । ଅନେକ ପରିବର୍ତ୍ତନ ପରେ ଏବେ ଜାପାନରେ ୪୭ଟି ରାଜ୍ଯ ଅଛି । ଅନେକ ସ୍ଥଳରେ ଏହି ରାଜ୍ଯଗୁଡିକ ପୂର୍ବର ଜାପାନୀ ପ୍ରାନ୍ତ ସହ ସମାନତା ରଖିଥାଏ ।[୧]

ରାଜ୍ଯ
(都道府県)
ତୋଦୋଫୁକେନ୍
ବର୍ଗଏକ କେନ୍ଦ୍ରୀୟ ରାଜ୍ଯର ପ୍ରଥମ ସ୍ତରୀୟ ପ୍ରଶାସନିକ ବିଭାଜନ
ଅବସ୍ଥାନଜାପାନ
ସଂଖ୍ଯା୪୭ ରାଜ୍ଯ
ଜନସଂଖ୍ୟା୫,୬୦,୫୧୭(ଟୋଟ୍ଟୋରୀ) – ୧,୩୮,୪୩,୪୦୩ (ଟୋକିଓ)
କ୍ଷେତ୍ରଫଳ1,861.7 km2 (718.8 sq mi) (କାଗାୱା) – 83,453.6 km2 (32,221.6 sq mi) (ହୋକାଇଦୋ)
ପ୍ରଶାସନରାଜ୍ଯ ପ୍ରଶାସନ, କେନ୍ଦ୍ରୀୟ ପ୍ରଶାସନ
ବିଭାଜନଉପରାଜ୍ଯ

ଜଣେ ପ୍ରତ୍ଯକ୍ଷ ଭାବେ ନିର୍ବାଚିତ ରାଜ୍ଯପାଳ {知事, ଚିିଜି} ପ୍ରେତ୍ଯେକ ରାଜ୍ଯର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଅଟନ୍ତି । ଆଦେଶ ତଥା ବଜେଟ ଆଦି ଏକ ଏକସଦନୀୟ ବୈଧାନିକ ସଭା ବା ଗିକାଇ (議会)ଦ୍ୱାରା ଅଧିନିୟମିତ ହୋଇଥାଏ । ଏହାର ସଦସ୍ଯମାନେ ୪ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ।

୧୯୨୦ ପର୍ଯ୍ୟନ୍ତ, ଏକ ୧୮୮୮-୧୮୯୦ ଅଧିନିୟମ [୨] ଅନୁସାରେ, ପ୍ରତ୍ୟେକ ରାଜ୍ଯ (ସେତେବେଳେ କେବଳ ୩ -ଫୁ ଏବଂ ୪୨ -କେନ୍ ଥିଲା; ହୋକାଇ-ଦୋ ଏବଂ ଓକିନାୱା-କେନ୍ ବିଂଶଶତାବ୍ଦୀ ପର୍ଯ୍ୟନ୍ତ ଭିନ୍ନ ନିୟମଦ୍ୱାରା ଶାସିତ ହେଉଥିଲା) ସହର ବା ଶୀ (市) ଏବଂ ଜିଲ୍ଲା ବା ଗୁଁ (郡)ରେ ବିଭକ୍ତ ଯାହା ନଗର ବା ଚୋ ବା ମାଚି (町) ଏବଂ ଗ୍ରାମ ବା ମୁରା ବା ସୋଁ (村)ରେ ପୁନଃ ବିଭକ୍ତ । ହୋକାଇଦୋର ୧୪ଟି ଉପରାଜ୍ଯ ଅଛି ଯେଉଁଗୁଡିକ ରାଜ୍ଯର ସାଧାରଣ ଉପରାଜ୍ଯସ୍ତରୀୟ ବ୍ଯୁରିଓ ବା ସୋଗୋ ଶିଙ୍କୋ କ୍ଯୋକୁ (総合振興局) ଏବଂ ଉପରାଜ୍ଯସ୍ତରୀୟ ବ୍ଯୁରିଓ ବା ଶିଙ୍କୋ କ୍ଯୋକୁ (振興局) ଭାବେ କାମ କରନ୍ତି । ଟୋକିଓ, ଜାପାନର ରାଜଧାନୀ, ହେଉଛି ଏକ ଏକତ୍ରୀତ ସହରୀ ରାଜ୍ଯ, ଏକ ମହାନଗର ଯାହାର ଉଭୟ ରାଜ୍ଯ ଓ ସହରର ବୈଶିଷ୍ଟ୍ୟ ରହିଛି ।

ରାଜ୍ଯର ପ୍ରକାରଭେଦ ସମ୍ପାଦନା

ଜାପାନରେ ୪୭ଟି ରାଜ୍ଯ ରହିଛି: ୪୩ଟି ବାସ୍ତବ ରାଜ୍ଯ (କେନ୍, 県), ୨ଟି ନଗରୀ ରାଜ୍ଯ (ଫୁ, 府) (ଓସାକା ଏବଂ କ୍ଯୋଟୋ), ଗୋଟିଏ ଦୋ (ଦୋ 道) ହୋକାଇଦୋ ଏବଂ ଗୋଟିଏ ମହାନଗରୀ (ତୋ, 都) ଟୋକିଓ-ତୋ । ଏଗୁଡ଼ିକର ନାମ ଭିନ୍ନ ଥିଲେ ମଧ୍ଯ କାର୍ଯ୍ୟରେ ସମାନ ।

-କେନ୍ ସମ୍ପାଦନା

ରାଜ୍ଯ ବା କେନ୍ ସଂଖ୍ଯା ୪୩ । ଏହାର ଚିତ୍ରାକ୍ଷରର ଅର୍ଥ ରାଜ୍ଯ ବା ଜିଲ୍ଲା ।

-ତୋ ସମ୍ପାଦନା

୧୯୪୩ରେ ଟୋକିଓ ସହରର ଭଙ୍ଗ ପରେ, ଟୋକିଓ-ଫୁକୁ ଟୋକିଓ ମହାନଗରୀରେ (ଟୋକିିଓ-ତୋ, 都) ପରିଣତ କରାଗଲା । ଟୋକିଓ-ଫୁର ସାହିଗୁଡ଼ିକୁ ବିଶେଷ ସାହିରେ ପରିଣତ କରାଗଲା । '都' ଚିତ୍ରାକ୍ଷରର ଅର୍ଥ "ରାଜଧାନୀ" ।

-ଫୁ ସମ୍ପାଦନା

ଓସାକାକ୍ଯୋଟୋ ରାଜ୍ଯ ଦ୍ୱୟଙ୍କୁ ଫୁ (府) ବୋଲି କୁହାଯାଏ । 府 ଚିତ୍ରାକ୍ଷରର ଅର୍ଥ "ଚୀନରେ ଜାତୀୟ ମହତ୍ତ୍ବ ଯୁକ୍ତ ଏକ ମୁଖ୍ଯ ଶିଳ୍ପାଞ୍ଚଳ" ।

-ଦୋ ସମ୍ପାଦନା

ହୋକାଇଦୋକୁ ଏକ -ଦୋ (道) ଭାବରେ ଚିହ୍ନିତ କରାଯାଏ । ଏହି ପଦଟି ପ୍ରାଚୀନ ଜାପାନୀ ଅଞ୍ଚଳଗୁଡ଼ିକ ପାଇଁ ବ୍ଯବହୃତ କରାଯାଇ ଥିଲା ।

ରାଜ୍ୟମାନଙ୍କର ସୂଚୀ ସମ୍ପାଦନା

 ହୋକାଇଦୋଆମୋରିଆକିତାଇୱାତେYamagataMiyagiNiigataFukushimaIbarakiTochigiChibaGunmaSaitamaTōkyōKanagawaTōkyōKanagawaOkinawaYamanashiShizuokaNaganoToyamaGifuAichiIshikawaFukuiShigaMieKyōtoŌsakaNaraŌsakaWakayamaHyōgoTottoriOkayamaShimaneHiroshimaYamaguchiKagawaTokushimaKōchiEhimeFukuokaŌitaMiyazakiSagaNagasakiKumamotoKagoshima
ଜାପାନର ରାଜ୍ଯ ସମୂହ, ଅଞ୍ଚଳଗୁଡ଼ିକୁ ରଙ୍ଗ କରାଯାଇଛି

ଜାପାନୀ ISO ଦ୍ୱାରା ସମ୍ପାଦନା

ରାଜ୍ଯଗୁଡିକୁ ଅନେକ ସମୟରେ ଅଞ୍ଚଳର ଅଂଶ ଭାବେ ଦର୍ଶାଯାଇଥାଏ ।[୧][୩] ଉତ୍ତରରୁ ଦକ୍ଷିଣକୁ (ISO 3166-2:JP କ୍ରମାଙ୍କ ଆଧାରରେ), ଜାପାନର ରାଜ୍ଯଗୁଡ଼ିକ ଏବଂ ତାଙ୍କର ଅଞ୍ଚଳଗୁଡ଼ିକ:

ହୋକାଇଦୋ ତୋହୋକୁ କାଣ୍ଟୋ ଚୁବୁ କାନସାଇ ଚୁଗୋକୁ ଶିକୋକୁ କ୍ଯୁଶୁ

1. ହୋକାଇଦୋ

2. ଆମୋରି
3. ଇୱାତେ
4. ମିଆଗି
5. ଆକିତା
6. ୟାମାଗାତା
7. ଫୁକୁଶିମା

8. ଇବାରାକି
9. ତୋଚିଗି
10. ଗୁନ୍ମା
11. ସାଇତାମା
12. ଚିବା
13. ଟୋକିଓ
14. କାନାଗାୱା

15. ନିଇଗାତା
16. ତୋୟାମା
17. ଇଶିକାୱା
18. ଫୁକୁଇ
19. ୟାମାନାଶି
20. ନାଗାନୋ
21. ଗିଫୁ
22. ଶିଜୁଓକା
23. ଆଇଚି

24. ମିଏ
25. ଶିଗେ
26. କ୍ଯୋଟୋ
27. ଓସାକା
28. ହ୍ଯୋଗୋ
29. ନାରା
30. ୱାକାୟାମା

31. ଟୋଟ୍ଟୋରୀ
32. ଶୀମାନେ
33. ଓକାୟାମା
34. ହିରୋଶିମା
35. ୟାମାଗୁଚି

36. ତୋକୁଶିମା
37. କାଗାୱା
38. ଏହିମେ
39. କୋଚି

40. ଫୁକୁଓକା
41. ସାଗା
42. ନାଗାସାକି
43. କୁମାମୋତୋ
44. ଓଇତା
45. ମିଆଜାକି
46. କାଗୋଶିମା
47. ଓକିନାୱା

ଇଂରାଜୀ ନାମ ଅନୁସାରେ ସମ୍ପାଦନା

ରାଜ୍ଯ ରାଜଧାନୀ ଅଞ୍ଚଳ ମୁଖ୍ଯ ଦ୍ୱୀପ ଜନସଂଖ୍ଯା କ୍ଷେତ୍ରଫଳ² ଘନତ୍ୱ³ ଜିଲ୍ଲା ISO
ଞ୍ଚ

କୋ
ଡ୍
  ଆଇଚି (愛知県) ନାଗୋୟା (名古屋) ଚୁବୁ ହୋଁଶୁ ୭୪,୮୪,୦୯୪ ୫,୧୭୨.୪୮ ୧,୪୪୬.୯ ୫୪ JP-23 ୦୫୨
  Akita 秋田県 Akita 秋田市 Tōhoku Honshu 1,022,839 11,637.54 87.9 6 25 JP-05 018
  Aomori 青森県 Aomori 青森市 Tōhoku Honshu 1,308,649 9,645.59 135.7 8 40 JP-02 017
  Chiba 千葉県 Chiba 千葉市 Kantō Honshu 6,224,027 5,157.65 1,206.8 6 54 JP-12 043
  Ehime 愛媛県 Matsuyama 松山市 Shikoku Shikoku 1,385,840 5,676.11 244.2 7 20 JP-38 089
  Fukui 福井県 Fukui 福井市 Chūbu Honshu 787,099 4,190.49 187.8 7 17 JP-18 077
  Fukuoka 福岡県 Fukuoka 福岡市 Kyushu Kyushu 5,102,871 4,986.40 1,023.4 12 60 JP-40 092
  Fukushima 福島県 Fukushima 福島市 Tōhoku Honshu 1,913,606 13,783.74 138.8 13 59 JP-07 024
  Gifu 岐阜県 Gifu 岐阜市 Chūbu Honshu 2,032,533 10,621.29 191.4 9 42 JP-21 058
  Gunma 群馬県 Maebashi 前橋市 Kantō Honshu 1,973,476 6,362.28 310.2 7 35 JP-10 027
  Hiroshima 広島県 Hiroshima 広島市 Chūgoku Honshu 2,844,963 8,479.45 335.5 5 23 JP-34 082
  Hokkaido 北海道 Sapporo 札幌市 Hokkaido Hokkaido 5,383,579 83,424.31 68.6 66 180 JP-01 011–016
  Hyōgo 兵庫県 Kōbe 神戸市 Kansai Honshu 5,536,989 8,400.96 659.1 8 41 JP-28 073
  Ibaraki 茨城県 Mito 水戸市 Kantō Honshu 2,917,857 6,097.06 478.6 7 44 JP-08 029
  Ishikawa 石川県 Kanazawa 金沢市 Chūbu Honshu 1,154,343 4,186.09 275.8 5 19 JP-17 076
  Iwate 岩手県 Morioka 盛岡市 Tōhoku Honshu 1,279,814 15,278.40 83.8 10 33 JP-03 019
  Kagawa 香川県 Takamatsu 高松市 Shikoku Shikoku 976,756 1,876.72 520.5 5 17 JP-37 087
  Kagoshima 鹿児島 Kagoshima 鹿児島 Kyushu Kyushu 1,648,752 9,186.94 179.4 8 43 JP-46 099
  Kanagawa 神奈川 Yokohama 横浜市 Kantō Honshu 9,127,323 2,415.83 3,778.2 6 33 JP-14 045
  Kōchi 高知県 KochiKōchi 高知市 Shikoku Shikoku 728,461 7,103.93 102.5 6 34 JP-39 088
  Kumamoto 熊本県 Kumamoto 熊本市 Kyushu Kyushu 1,786,969 7,409.35 241.2 9 45 JP-43 096
  Kyoto 京都府 Kyoto 京都市 Kansai Honshu 2,610,140 4,612.19 565.9 6 26 JP-26 074
  Mie 三重県 Tsu 津市 Kansai Honshu 1,815,827 5,774.40 314.5 7 29 JP-24 059
  Miyagi 宮城県 Sendai 仙台市 Tōhoku Honshu 2,334,215 7,282.22 320.5 10 35 JP-04 022
  Miyazaki 宮崎県 Miyazaki 宮崎市 Kyushu Kyushu 1,104,377 7,735.31 142.8 6 26 JP-45 098
  Nagano 長野県 Nagano 長野市 Chūbu Honshu 2,099,759 13,104.29 154.8 14 77 JP-20 026
  Nagasaki 長崎県 Nagasaki 長崎市 Kyushu Kyushu 1,377,780 4,132.09 333.4 4 21 JP-42 095
  Nara 奈良県 Nara 奈良市 Kansai Honshu 1,365,008 3,691.09 369.8 7 39 JP-29 074
  Niigata 新潟県 Niigata 新潟市 Chūbu Honshu 2,305,098 12,584.10 183.2 9 30 JP-15 025
  Ōita 大分県 OitaŌita 大分市 Kyushu Kyushu 1,166,729 6,340.71 184 3 18 JP-44 097
  Okayama 岡山県 Okayama 岡山市 Chūgoku Honshu 1,922,181 7,114.50 270.2 10 27 JP-33 086
  Okinawa 沖縄県 Naha 那覇市 Kyushu Ryukyu Islands 1,434,138 2,281.12 628.7 5 41 JP-47 098
  Osaka 大阪府 Ōsaka 大阪市 Kansai Honshu 8,838,908 1,905.14 4,639.9 5 43 JP-27 06x
  Saga 佐賀県 Saga 佐賀市 Kyushu Kyushu 833,245 2,440.68 341.4 6 20 JP-41 095
  Saitama 埼玉県 Saitama さいたま Kantō Honshu 7,261,271 3,797.75 1,912 8 63 JP-11 048
  Shiga 滋賀県 Ōtsu 大津市 Kansai Honshu 1,413,184 4,017.38 351.8 3 19 JP-25 077
  Shimane 島根県 Matsue 松江市 Chūgoku Honshu 694,188 6,708.24 103.5 5 19 JP-32 085
  Shizuoka 静岡県 Shizuoka 静岡市 Chūbu Honshu 3,701,181 7,777.42 475.8 5 35 JP-22 054
  Tochigi 栃木県 Utsunomiya 宇都宮 Kantō Honshu 1,974,671 6,408.09 308.2 5 26 JP-09 028
  Tokushima 徳島県 Tokushima 徳島市 Shikoku Shikoku 756,063 4,146.65 182.3 8 24 JP-36 088
  Tokyo 東京都 Shinjuku 新宿区 Kantō Honshu 13,513,734 2,190.93 6,168.1 1 39 JP-13 03x
042
  Tottori 鳥取県 Tottori 鳥取市 Chūgoku Honshu 573,648 3,507.05 163.6 5 19 JP-31 085
  Toyama 富山県 Toyama 富山市 Chūbu Honshu 1,066,883 4,247.61 251.2 2 15 JP-16 076
  Wakayama 和歌山 Wakayama 和歌山 Kansai Honshu 963,850 4,724.69 204 6 30 JP-30 075
  Yamagata 山形県 Yamagata 山形市 Tōhoku Honshu 1,122,957 9,323.15 120.4 8 35 JP-06 023
  Yamaguchi 山口県 Yamaguchi 山口市 Chūgoku Honshu 1,405,007 6,112.30 229.9 4 19 JP-35 083
  Yamanashi 山梨県 Kōfu 甲府市 Chūbu Honshu 835,165 4,465.27 187 5 27 JP-19 055

Notes: ¹ as of 2015; ² km²; ³ per km²

ଆଧାର ସମ୍ପାଦନା

  1. ୧.୦ ୧.୧ Nussbaum, Louis-Frédéric, 2002: "Provinces and prefectures" in Japan encyclopedia, p. 780.
  2. prefectural code (fukensei, ja:府県制), district code (gunsei, ja:郡制), city code (shisei, ja:市制), town & village code (chōsonsei, ja:町村制)
  3. See ISO 3166