ଜାତୀୟ ରାଜପଥ ୧୬ ( ଭାରତ)

ଜାତୀୟ ରାଜପଥ ୧୬ (NH 16) , (ପୂର୍ବ ନାମ NH 5), ଭାରତର ଏକ ମୁଖ୍ୟ ରାଜପଥ । ଏହା ଭରତର ପୂର୍ବ ତଟବର୍ତୀ ରାଜ୍ୟ ସମୂହ ପଶ୍ଚିମ ବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗନା ଓ ତାମିଲନାଡୁ ଦେଇ ଯାଇଛି ।[୧] ପରେ ଏହା ପୁନଃ ନାମିତ ହେଇ କଲିକତାଠାରେ ଜାତୀୟ ରାଜପଥ -୧୯ ସଙ୍ଗେ ମଧ୍ୟ ମିଳିତ ହେଇଛି । ଏହା ଦକ୍ଷିଣ ଭାରତର ଚେନ୍ନଇଠାରେ ଶେଷ ହୁଏ । ଏହା ଭାରତ ସରକାରଙ୍କ ରାଜପଥ ଉନ୍ନୟନ ପାଇଁ କରା ଯାଇଥିବା ସୁବର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପର ଅନ୍ତର୍ଭୁକ୍ତ । [୨][୩]

ପଥ ସମ୍ପାଦନା

ଏହି ରାଜପଥ ପୂର୍ବ, ଓ ଦକ୍ଷିଣ ଭାରତର ଅନେକ ମୁଖ୍ୟ ସହର , ବାଣିଜ୍ୟ କେନ୍ଦ୍ର , ଶିଳ୍ପାଞ୍ଚଳ ଦେଇ ଯାଇଛି । ଏହା କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବାରିପଦା ଦେଇ ଗଲା ପରେ ଝାଡପୋଖରିଆଠାରେ ଜାତୀୟ ରାଜପଥ NH-୬ ସହ ମିଳିତ ହୁଏ। ତାପରେ ଏହା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟନା, ରାଜାମୁଣ୍ଡି, ଏକୁରୁ,ବିଜୟୱାଡା, ଗୁନ୍ଟୂର, ଓ ତାମିଲନାଡୁର ନେଲୋର ଦେଇ ଚେନ୍ନାଇରେ ପ୍ରବେଶ କରେ ।[୪]   

NH-୧୬ର ସମୁଦାୟ ଦୈର୍ଘ୍ୟ ୧,୫୩୩ କିଲୋମିଟର । 

ଭିନ୍ନ ରାଜ୍ୟରେ ଏହାର ଦୈର୍ଘ୍ୟ ସମ୍ପାଦନା

  • ପଶ୍ଚିମ ବଙ୍ଗ -୧୬୧ କିଲୋମିଟର
  • ଓଡ଼ିଶା -୪୮୮ କିଲୋମିଟର
  • ଆନ୍ଧ୍ର ଓ ତେଲେଙ୍ଗନା -୧,୦୨୪ କିଲୋମିଟର
  • ତାମିଲନାଡୂ -୪୫ କିଲୋମିଟର[୫]  

ଆଧାର  ସମ୍ପାଦନା

  1. "National Highways Development Project Map". National Highways Authority of India. Retrieved 21 April 2017.
  2. "Rationalisation of Numbering Systems of National Highways" (PDF). New Delhi: Department of Road Transport and Highways. Archived from the original (PDF) on 1 February 2016. Retrieved 3 April 2012.
  3. "List of National Highways passing through A.P. State". Roads and Buildings Department. Government of Andhra Pradesh. Archived from the original on 28 ମାର୍ଚ୍ଚ 2016. Retrieved 11 ଫେବୃଆରୀ 2016.
  4. "National highway 16 route substitution notification dated September, 2015" (PDF). The Gazette of India - Ministry of Road Transport and Highways. Retrieved 10 Aug 2018. {{cite web}}: Cite has empty unknown parameter: |dead-url= (help)
  5. "National Highways and their length" (PDF). report. National Highway Authority of India. Archived from the original (pdf) on 14 May 2013. Retrieved 8 July 2016.

ପୁନଶ୍ଚ ଦେଖଣା  ସମ୍ପାଦନା

  • List of National Highways in India by highway number