ଜଗନ୍ନାଥ ମନ୍ଦିର, କୋରାପୁଟ


ଜଗନ୍ନାଥ ମନ୍ଦିର (ଶାବର ଶ୍ରୀକ୍ଷେତ୍ର) ଓଡ଼ିଶାର କୋରାପୁଟଠାରେ ଅବସ୍ଥିତ ଏକ ଜଗନ୍ନାଥ ମନ୍ଦିର । ଜଗନ୍ନାଥ,ବଳଭଦ୍ର, ସୁଭଦ୍ରାସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।

ଜଗନ୍ନାଥ ମନ୍ଦିର, କୋରାପୁଟ
ବାଆଁରୁ ଡାହାଣ ପଟକୁ : ନୀଳଚକ୍ର ଓ ବାନା, ଦ୍ୱାର ଶୀର୍ଷଦେଶ, ସମ୍ପୂର୍ଣ୍ଣ ମନ୍ଦିରର ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକୋରାପୁଟ
Location
ସ୍ଥାନକୋରାପୁଟ
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟକଳା

ଅବସ୍ଥାନ ସମ୍ପାଦନା

ପ୍ରମୁଖ ଦେବତା ସମ୍ପାଦନା

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ପାର୍ବଣ ସମ୍ପାଦନା

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା