ଜଗତସିଂହପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଲୋକସଭା ନିର୍ବାଚନ ମଣ୍ଡଳୀ

'ଜଗତସିଂହପୁର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ନିଆଳି
  2. ପାରାଦ୍ୱୀପ
  3. ତିର୍ତ୍ତୋଲ
  4. ବାଲିକୁଦା-ଏରସମା
  5. ଜଗତସିଂହପୁର
  6. କାକଟପୁର
  7. ନିମାପଡ଼ା

ସାଂସଦ ସମ୍ପାଦନା

ଆଉରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Seats of Odisha
  2. Assembly Constituencies and their Extent
  3. "General Election 2019 - Election Commission of India". results.eci.gov.in. Retrieved 2019-06-16.