[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Chilakaluripet
చిలకలూరిపేట
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାGuntur
MandalChilakaluripet
Area
 • ସମୁଦାୟ18.13 km2 (7�00 sq mi)
Elevation
25 m (82 ft)
Population
 (2011)[୧]
 • Total୧,୦୧,୩୯୮
 • Density5,600/km2 (14,000/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
522 616

ଚିଲାକାଲୁରିପେଟ୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚିଲାକାଲୁରିପେଟ୍ ସହରର ମୋଟ ଜନସଂଖ୍ୟା ୮୯୮୮୮ ଅଟେ ।[୨] ସେଥି ମଧ୍ୟରୁ ୪୯.୯୪% ଜଣ ପରୁଷ ହୋଇଥିବା ବେଳେ ୫୦.୦୬% ଜଣ ନାରୀ ଅଟନ୍ତି । ଚିଲାକାଲୁରିପେଟ୍ର ସାକ୍ଷରତା ହାର ୫୯.୦୫% ଅଟେ । ଏହା ଜାତୀୟ ହାରଠାରୁ ୫.୭୯% ପ୍ରତିଶତ କମ ଅଟେ । ସେଥିରୁ ୩୪.୦୪% ପ୍ରତିଶତ ପୁରୁଷ ଓ ୨୫.୦୧% ନାରୀ ଅଟନ୍ତି । ୧୧.୧୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ତେଲୁଗୁ ଚିଲାକାଲୁରିପେଟ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "District Census Handbook - Guntur" (PDF). Census of India. p. 14,46. Retrieved 18 January 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା