ଚନ୍ଦ୍ରାବତୀ

ଭାରତୀୟ ରାଜନୀତିଜ୍ଞ

ଚନ୍ଦ୍ରାବତୀ (ଜନ୍ମ ୧୯୨୮ ) ଜଣେ ଭାରତୀୟ ମହିଳା ରାଜନୀତିଜ୍ଞ । ସେ ୧୯୯୦ ଫେବୃଆରୀ ୧୯ ତାରିଖରୁ ୧୯୯୦ ଡିସେମ୍ବର ୧୮ ତାରିଖ ଯାଏ ପଣ୍ଡିଚେରି( ବର୍ତ୍ତମାନ ପୁଡୁଚେରି )  ର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ । .[୧] ଏହା ପୂର୍ବରୁ ସେ ୧୯୬୪ରୁ ୧୯୬୬ ଓ ୧୯୭୨ରୁ ୯୭୪ ମସିହାରେ ହରିୟାଣା ସରକାରରେ ମନ୍ତ୍ରୀ ରହିଥିଲେ । ୧୯୭୭ ମସିହାରେ ସେ ଭିବାନୀ ଆସନରୁ ଜନତା ଦଳରୁ ଲୋକ ସଭାକୁ ନିର୍ବାଚିତ ହେଇଥିଲେ ।[୨][୩]

ପ୍ରାରମ୍ଭିକ ଜୀବନୀ  ସମ୍ପାଦନା

ତାଙ୍କର ଜନ୍ମ ହରିୟାଣା ରାଜ୍ୟର ଭିବାନୀ ଜିଲ୍ଲାର ଦାଲାବାସ ଗ୍ରାମରେ ହେଇଥିଲା । ତାଙ୍କ ପିତା ଭାରତୀୟ ସେନାରେ ସେବାରତ ଥିଲେ । [ଆଧାର ଲୋଡ଼ା]

ରାଜନୈତିକ ଜୀବନୀ  ସମ୍ପାଦନା

ସେ ହରିୟାଣା ରାଜ୍ୟର ମନ୍ତ୍ରୀ ଭାବରେ ଭିନ୍ନ ସମୟରେ ରହିବା ସହ ବିରୋଧୀ ଦଳର ନେତ୍ରୀ ଭାବରେ ମଧ୍ୟ ରହିଥିଲେ । ପରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । [ଆଧାର ଲୋଡ଼ା]

ସେ ୧୯୯୦ ଫେବୃଆରୀ ୧୯ ତାରିଖରୁ ୧୯୯୦ ଡିସେମ୍ବର ୧୮ ତାରିଖ ଯାଏ ପଣ୍ଡିଚେରି( ବର୍ତ୍ତମାନ ପୁଡୁଚେରି )ର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ 

ଆଧାର  ସମ୍ପାଦନା

  1. "PONDICHERRY LEGISLATIVE ASSEMBLY". National Informatics Centre. Retrieved 22 ଡିସେମ୍ବର 2012.
  2. "Worldwide Guide to Women in Leadership". guide2womenleaders. Retrieved 22 ଡିସେମ୍ବର 2012.
  3. "sixth Loksabha Members". National Informatics Center. Retrieved 22 ଡିସେମ୍ବର 2012.