ଚନ୍ଦ୍ରମୁଖୀ ବସୁ (୧୮୬୦ - ୧୯୪୪), ଜଣେ ଡେରାଡୁନ୍ ବାସିନ୍ଦା ଥିଲେ, ଯାହା ସେ ସମୟରେ ଆଗ୍ରା ଓ ଅବଧ ରାଜ୍ୟରେ ଥିଲା । ବ୍ରିଟିଶ୍ ଶାସନ ସମୟରେ ପ୍ରଥମ କରି ସ୍ନାତ୍ତକ ଲାଭ କରିଥିବା ଦୁଇ ମହିଳାଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ୧୮୮୨ରେ କାଦମ୍ବିନୀ ଗାଙ୍ଗୁଲିଙ୍କ ସହ ସେ କଲିକତା ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତ୍ତକ ଲାଭ କରିଥିଲେ। ଆନୁଷ୍ଠାନିକ ଭାବେ ୧୮୮୩ରେ ସେମାନଙ୍କୁ ସମ୍ମନପତ୍ର ଦିଆଯାଇଥିଲା ।

ଚନ୍ଦ୍ରମୁଖୀ ବସୁ
ଜନ୍ମ୧୮୬୯
ମୃତ୍ୟୁ୧୯୪୪
ଡେରାଡୁନ୍, ବ୍ରିଟିଶ୍ ଭାରତ
ଶିକ୍ଷାନୁଷ୍ଠାନଡଫ୍ ମହାବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ
ବୃତ୍ତିଶିକ୍ଷାବିତ୍
ବୈବାହିକ-ସାଥୀପଣ୍ଡିତ କେଶ୍ୱରାନନ୍ଦ ମାମାଗାୟେଁ

ଆଦ୍ୟ ଜୀବନ ସମ୍ପାଦନା

ଭୁବନ ମୋହନ ବୋଷଙ୍କ ଏହି ଝିଅ ୧୯୮୦ରେ ପ୍ରଥମ କଳା ପରୀକ୍ଷା ଡେରାଡୁନ୍ ନେଟିଭ୍ ଖ୍ରୀଷ୍ଟିଆନ୍ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ ।[୧]

ଆଧାର ସମ୍ପାଦନା

  1. Sengupta, Subodh Chandra and Bose, Anjali (editors), 1976/1998, Sansad Bangali Charitabhidhan (Biographical dictionary) Vol I, ଛାଞ୍ଚ:Bn icon, p152, ISBN 81-85626-65-0