ଚନ୍ଦ୍ରକେତୁଗଡ , କଲିକତା

ଚନ୍ଦ୍ରକେତୁଗଡ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରୁ 35 କିଲୋମିଟର ଦୁରବର୍ତୀ ଏକ ପ୍ରତ୍ନତତ୍ତ୍ୱ ସ୍ଥଳୀ । ଏହା 24 ପ୍ରଗଣା ଜିଲ୍ଲାରେ ଅବସ୍ଥିତ । ଏହା ନିକଟରେ ବେରାଚମ୍ପା ନାମକ ସହର ରହିଛି ଓ ହାରଓୟା ରେଳଷ୍ଟେସନ ମଧ୍ୟ ରହିଛି । 

Chandraketugarh
Chandraketugarh ruins
ଚନ୍ଦ୍ରକେତୁଗଡ , କଲିକତା is located in West Bengal
ଚନ୍ଦ୍ରକେତୁଗଡ , କଲିକତା
Shown within India West Bengal
ଅବସ୍ଥାନ West Bengal, India
ଦିଗବାରେଣି 22°41′52″N 88°41′18″E / 22.69778°N 88.68833°E / 22.69778; 88.68833
ପ୍ରକାର Settlement
ଇତିହାସ
ସ୍ଥାପିତ 400 BC to 800 BC
ଅବ୍ୟବହୃତ 12th century AD
Chandraketugarh. Sunga 2nd-1st century BCE
Chandraketugarh.Sunga Fecondity
ଚନ୍ଦ୍ରକେତୁଗଡର ଶୁଙ୍ଗା 

ଏଠାରେ ବହୁ ବର୍ଷ ଧରି ପ୍ରତ୍ନତତ୍ତ୍ୱ ଖନନ ପରେ ବହୁଳ ପରିମାଣରେ ଏଇତିହାସିକ ସ୍ଥାପତ୍ୟ ମାନଙ୍କ ଭଗ୍ନାବଶେଷ ଉଦ୍ଧାର କର ହେଇଛି । ସେ ସବୁର ଶ୍ରେଣୀ ବିଭାଗ କାର୍ଯ୍ୟ ବର୍ତ୍ତମାନ ଚାଲିଛି । 

ଏଠାରେ ଖ୍ରୀଷ୍ଟ ପୂର୍ବ 400 ମସିହାରୁ 100 ମସିହା ଯାଏ ଚାଲୁଥିବା ଉତ୍ତରାଞ୍ଚଳର ପାଳିସ କରା ବାସନ ଉଦ୍ଧାର ହେଇଥିବାର ଅନୁମାନ କରାଯାଇଥାଏ । ଏଠାରେ ମୌର୍ଯ୍ୟ , କୁଶାଣ ଓ ଗୁପ୍ତ ସମ୍ବ୍ରାଜୀ ସମୟର ବସ୍ତୁ ମଧ୍ୟ ମିଳିଥିନ୍ୱାର କୁହ ଯାଏ । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Wari-Bateshwar ruins
  • Shunga Empire

ଆଧାର  ସମ୍ପାଦନା

  • Chandraketugarh : A Treasure House of Bengal Terracottas - Enamul Haque. Dhaka, The International Centre for Study of Bengal Art, 2001, 416 p., 678 illustrations including 400 in colour, figures, plates, maps, ISBN 984-8140-02-6. [୧]
  • Chandraketugarh : A Lost Civilization - Gourishankar De and Shubhradip De. Kolkata, Sagnik Books, 2004, 109 p., 34 photos, [୨]

ବାହାର ଲିଙ୍କ  ସମ୍ପାଦନା