[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚନ୍ଦାହାଣ୍ଡି‌
ସହାରାଞ୍ଚଳ
Country ଭାରତ
Stateଓଡ଼ିଶା
Districtନବରଙ୍ଗପୁର
Population
 (୨୦୧୧)
 • Total୭୩୯୫୩
Languages
Time zoneUTC+5:30 (IST)
PIN
୭୬୪୦୭୭
Telephone code୦୬୮୫୮
ଯାନବାହାନ ପଞ୍ଚୀକରଣOD
Sex ratio49.7:50.3 /
Websiteodisha.gov.in

ଚନ୍ଦାହାଣ୍ଡି, ଭାରତୀୟ ରାଜ୍ୟ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଏକ ବ୍ଲକ

[୧][୨]

ଜନସଂଖ୍ୟା ସମ୍ପାଦନା

୨୦୦୧ ଜନଗଣନା ଅନୁସାରେ ,[୩]  ସହରର ଲୋକ ସଂଖ୍ୟା ୬୧,୦୭୬ ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୩୦,୩୫୦ ଓ ମହିଳା ୩୦,୭୨୬ ଥିଲା । ଏଠାରେ ଆଦିବାସୀ ୬,୪୭୯ ଥିବା ବେଳେ ଉପଜାତିର ଲୋକ ୨୦,୨୭୬[୪] ଥିଲେ । ୨୦୧୧ ଜନଗଣନାରେ ଲୋକ ସଂଖ୍ୟା ବୃଦ୍ଧି ଘଟି ୭୩,୯୫୩ ହୋଇଥିଲା ।[୫] 

ଯାତାୟତ  ସମ୍ପାଦନା

ଏଠାରୁ ନିକଟସ୍ଥ ରେଳ ଷ୍ଟେସନ ଭାବନିପାଟଣାଠାରେ ୭୫ କିଲୋମିଟର ଦୂରରେ ଅବସ୍ଥିତ । 

ଦର୍ଶନୀୟ ସ୍ଥାନ  ସମ୍ପାଦନା

  • ଫୁଲଝୋରୀ  ଡେମ 
  • ମାଁ ପେନ୍ଦରାଣୀ ମନ୍ଦିର 
  • ଜଗନ୍ନାଥ ମନ୍ଦିର 
  • ଭୈରଗୁମର ଜଳପ୍ରପାତ[୬]

ଅର୍ଥନୀତି ସମ୍ପାଦନା

ଏହି ଗ୍ରାମ କୃଷି ଉପରେ ନିର୍ଭରଶୀଳ । ତାହା ଛଡା ନିକଟସ୍ଥ ଜଙ୍ଗଲ ଏହାର ଅଧିବାସୀଙ୍କୁ କେନ୍ଦୁ ପାତ୍ର ଓ ଅନନ୍ୟ ଜଙ୍ଗଲଜାତ ଦ୍ରବ୍ୟ ପ୍ରଦାନ କରେ । ଏଠାରେ ଜୁଆର ଚାଷ ବହୁଳ ପରିମାଣରେ ହେଇ ଅନ୍ୟ ଅଞ୍ଚଳକୁ ପଠାଯାଏ । 

ଯାନୀ ଯାତ୍ରା  ସମ୍ପାଦନା

  • ଏଠାରେ ପ୍ରତିବର୍ଷ "ମଣ୍ଡେଇ" ନାମକ ଯାତ୍ରା ହୁଏ ଓ ନବରଙ୍ଗପୁରର ବହୁ ଅଞ୍ଚଳରୁ ଲୋକ ସମାଗମ ହୁଏ । ଏହା ବ୍ୟତୀତ ରଥ ଯାତ୍ରା , ଦୂର୍ଗା ପୂଜା ଆଦି ଏଠାରେ ପାଳିତ ହୁଏ । 

ଆଧାର  ସମ୍ପାଦନା

  1. "NABARANGAPUR District - Chandahandi Block Information". www.naveenpatnaik.com. naveenpatnaik.com. Archived from the original on 13 January 2019. Retrieved 7 August 2019.
  2. http://www.onefivenine.com/india/villag/Nabarangpur/Chandahandi Chandahandi Tehsil
  3. "Archived copy". Archived from the original on 2014-06-08. Retrieved 2014-06-22.{{cite web}}: CS1 maint: archived copy as title (link) Odisha sampad Block level Gis Atlas
  4. [୧]
  5. Jagannath Ambagudia (7 December 2018). Adivasis, Migrants and the State in India. Taylor & Francis. pp. 118–. ISBN 978-0-429-64930-1.
  6. "BHAIRAGUMAR WATER FALLS Situated at 22 KM from Chandahandi Block Headquarters". nabarangpur.nic.in. nabarangpur district authorities. Retrieved 7 August 2019.