ଚଣ୍ଡୀଖୋଲ

ଯାଜପୁର ଜିଲ୍ଲାର ସହର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚଣ୍ଡିଖୋଲ
ସହର
ଚଣ୍ଡିଖୋଲ is located in Odisha
ଚଣ୍ଡିଖୋଲ
ଚଣ୍ଡିଖୋଲ
Location in Odisha, India
ଚଣ୍ଡିଖୋଲ is located in India
ଚଣ୍ଡିଖୋଲ
ଚଣ୍ଡିଖୋଲ
ଚଣ୍ଡିଖୋଲ (India)
Coordinates: 20°41′58″N 86°8′2″E / 20.69944°N 86.13389°E / 20.69944; 86.13389
Country ଭାରତ
Stateଓଡ଼ିଶା
Districtଯାଜପୁର
Languages
 • Officialଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-04
Nearest cityଯାଜପୁର
Websiteodisha.gov.in

ଚଣ୍ଡୀଖୋଲ, ଭାରତୀୟ ରାଜ୍ୟ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ । ସାଧୁ ବାବା ଭୈରବାନନ୍ଦ ବ୍ରହ୍ମଚାରୀ ଏହି ସ୍ଥଳରେ ଦେବୀ ଚଣ୍ଡୀଙ୍କ ଉପାସନା କରୁଥିଲେ । ତାଙ୍କଦ୍ୱାରା ମା ଚଣ୍ଡୀଙ୍କ ମୂର୍ତ୍ତି ସ୍ଥାପିତ ହେଇଥିଲା । ଏହା ବରୁଣେଇ ପର୍ବତର ଘଞ୍ଚ ଅରଣ୍ୟରେ ୧୯୩୨ ମସିହାରେ ସ୍ଥାପିତ ହେଇଥିଲା ।[୧]

ପ୍ରସିଦ୍ଧି  ସମ୍ପାଦନା

ଏହି ଅଞ୍ଚଳ ବର୍ତ୍ତମାନ ଏକ ଶିଳ୍ପ ନିମନ୍ତେ ଏକ ଉତ୍କୃଷ୍ଟ ସ୍ଥାନରେ ପରିଣତ ହେଇଛି ।[୨] ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଗ୍ରାମୀଣ କ୍ୟାମ୍ପସ ଏଠାରେ ଉଦଘାଟିତ ହୋଇଛି ।[୩] ଏଠାରେ ଗଣେଶ ଇନଷ୍ଟିଟୁଟ ଅଫ ଇଞ୍ଜିନିୟରିଂ ଟେକ୍ନୋଲୋଜି ନାମରେ ଏକ ଇଞ୍ଜିନିୟରିଂ କଲେଜ ମଧ୍ୟ ଅଛି । ଚଣ୍ଡୀଖୋଲର 'ପେଡା' ମଧ୍ୟ ବହୁ ଲୋକପ୍ରିୟ । 

ଭୌଗୋଳିକ ସ୍ଥିତି  ସମ୍ପାଦନା

ଏହା ଯାଜପୁର ଜିଲ୍ଲା ମଧ୍ୟରେ ଅନ୍ତର୍ଭୁକ୍ତ । 

ଜାତୀୟ ରାଜପଥ ୨୦୦ର ଏକ ମୁଣ୍ଡରେ ଏହି ସ୍ଥାନ ଅବସ୍ଥିତ । ଏହି ରାଜପଥର ଅପର ମୁଣ୍ଡ ରାୟପୁରଠାରେ ଅବସ୍ଥିତ । ଚଣ୍ଡୀଖୋଲ ଦେଇ ଜାତୀୟ ରାଜପଥ -୫ ମଧ୍ୟ ଯାଇଛି । 

ଏଠାରୁ ୭୦ କିଲୋମିଟର ଦୂରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଅବସ୍ଥିତ । 

ପୁନଶ୍ଚ ଦେଖଣା  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା

  1. "Chandikhole chandi Temple". jajpur.nic.in. ଯାଜପୁର ଜିଲ୍ଲା ପ୍ରଶାସନ. Retrieved 3 September 2019.
  2. https://economictimes.indiatimes.com/industry/energy/oil-gas/india-to-build-two-more-strategic-petroleum-reserves-piyush-goyal/articleshow/64764721.cms
  3. "Utkal University gets rural campus at Chandikhole". www.business-standard.com. business-standard.com. Retrieved 3 September 2019.