ଚଞ୍ଚୂରୀ ପକ୍ଷୀ ଜାତି

ଚଞ୍ଚୂରୀ ଜାତି
ଚଞ୍ଚୂରୀ (Orthotomus sutorius)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Cisticolidae
Genus: Orthotomus
ହର୍ସଫିଲ୍ଡ, 1821
ପ୍ରଜାତି

ଲେଖା ଦେଖିବେ

ଚଞ୍ଚୂରୀ ବା ଦର୍ଜୀ ପକ୍ଷୀ ପ୍ରାୟତଃ ଅର୍ଥୋଟୋମସ ବଂଶର ଏକ ଛୋଟ ପକ୍ଷୀ । ସେମାନଙ୍କୁ ପ୍ରାୟତଃ ଓଲ୍ଡ ୱାର୍ଲ୍ଡ ୱାର୍ଲବର ପରିବାର ସିଲଭିଡେରେ ରଖାଯାଇଥିଲେ ମଧ୍ୟ ନିକଟର ଗବେଷଣାରୁ ଜଣା ଯେ ସେମାନେ ସିଷ୍ଟିକୋଲାଇଡା ଅନ୍ତର୍ଭୁକ୍ତ ଏବଂ ଏହା ଡେଲ୍ ହୋୟୋ ଇତ୍ୟାଦିଙ୍କ ଗବେଷଣା ନିବନ୍ଧରେ ଉଲ୍ଲିଖିତ ।[୧] ଏଥିମଧ୍ୟରୁ ଗୋଟିଏ ପ୍ରଜାତି ପାର୍ବତ୍ୟ ଚଞ୍ଚୂରୀ (ଏବଂ ସେଥିପାଇଁ ଏହାର ସହ ପ୍ରଜାତିଗୁଡ଼ିକ ରୁଫସ-ହେଡ଼ ଚଞ୍ଚୂରୀ) ମଧ୍ୟ ପ୍ରକୃତରେ ଏକ ଓଲ୍ଡ ୱାର୍ଲ୍ଡ ଜାତି ସେଟିଆ ପାଖାପାଖି ।[୨] ସେଗୁଡ଼ିକ ପୁରୁଣା ପୃଥିବୀର କ୍ରାନ୍ତୀୟ ଅଞ୍ଚଳରେ ଏବଂ ମୁଖ୍ୟତଃ ଏସିଆରେ ଦେଖିବାକୁ ମିଳିଥାନ୍ତି ।

ଆଧାର ସମ୍ପାଦନା

  1. Del Hoyo, J.; Elliot, A.; Christie D. (editors). (2006). Handbook of the Birds of the World. Volume 11: Old World Flycatchers to Old World Warblers. Lynx Edicions, Barcelona. ISBN 978-84-96553-42-2. {{cite book}}: |author= has generic name (help)CS1 maint: multiple names: authors list (link)
  2. Alström, Per; Ericson, P.G.P.; Olsson, U.; Sundberg, P. (2006). "Phylogeny and classification of the avian superfamily Sylvioidea". Molecular Phylogenetics and Evolution. 38 (2): 381–397. doi:10.1016/j.ympev.2005.05.015. PMID 16054402.

ଗ୍ରନ୍ଥସମୂହ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

*