[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Chakrata
चक्राता
Town
चकराता
Country India
StateUttarakhand
DistrictDehradun
Elevation
2,118 m (6,949 ft)
Population
 (2001)
 • Total୩,୪୯୮
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUK
Websiteuk.gov.in

ଚକ୍ରାତା , ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ କାଣ୍ଟନମେଣ୍ଟ ସହର ।   ଏହା ଯମୁନା ନଦୀ ଓ ଟନ ନଦୀ ମଧ୍ୟ ସ୍ଥଳରେ ରହିଛି । ଏହା ରାଜ୍ୟ ରାଜଧାନୀଠାରୁ 98 କିଲୋମିଟର ଦୂର ଓ ଏହା ସମୁଦ୍ରପତ୍ତନଠାରୁ 7000 ଫୁଟ ଉଛରେ ରହିଛି । ଏଠାରେ ବ୍ରିଟିଶ ସମୟରେ ମଧ୍ୟ କାଣ୍ଟନମେଣ୍ଟ ରହିଥିଲା । 

ଇତିହାସ  ସମ୍ପାଦନା

 
View from Deovan of Chakrata
 
Tiger Fall
ଫାଇଲ:Chakratha panorama.jpg
Panorama of Chakrata

ଜନସଂଖ୍ୟା  ସମ୍ପାଦନା

2001 ଜନଗଣନା  ଅନୁସାରେ ଚକ୍ରାତା କାଣ୍ଟନମେଣ୍ଟର ଜନସଂଖ୍ୟା30,102. ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 79% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ଚକ୍ରାତା  କାଣ୍ଟନମେଣ୍ଟରେ 6 ବର୍ଷରୁ କମ ଆବାଡୀ 10% ଥିଲା ।  

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2015-03-27. Retrieved 2016-12-28. {{cite web}}: Cite has empty unknown parameter: |1= (help)