ଗୋଲାପି ଗୋଲାପି

୨୦୧୪ର ଓଡ଼ିଆ କଥାଚିତ୍ର

ଗୋଲାପି ଗୋଲାପି, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ।[୧] ସିଦ୍ଧାର୍ଥ ଅଗ୍ରୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶ୍ରୀକାନ୍ତ ଗୌତମ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ଗୋଲାପି ଗୋଲାପି
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକସୀତାରାମ ଅଗ୍ର‌ୱାଲ୍
ସଂଳାପଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସିଦ୍ଧାର୍ଥ ଅଗ୍ର‌ୱାଲ୍
କଳାକାରଅମ୍ଳାନ ଦାସ
ରିୟା ଦେ
ମିହିର ଦାସ
ଅପରାଜିତା ମହାନ୍ତି
ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧୩ ଜୁନ୍ ୨୦୧୪
କଥାଚିତ୍ରର ସମୟ
୧୬୨ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ରିୟା ଦେ ।[୪] ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ମିହିର ଦାସ, ପୃଥ୍ୱୀରାଜ ନାୟକ, ମିନାକ୍ଷୀ, ଦିବାନୀ, ଯାଜ୍ଞସେନୀ, ରମେଶ, ଚିତ୍ତରଞ୍ଜନ, ସ୍ମୃତିରଞ୍ଜନ, ଦୀପିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଆଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[୧୦] ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨]

ଆଧାର ସମ୍ପାଦନା

  1. "In election time, Sweetheart can wait mate - Ten big-budget Odia movies announced last year yet to make it to silver screens". www.telegraphindia.com (in ଇଂରାଜୀ). Retrieved 2 October 2018.
  2. ୨.୦ ୨.୧ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.{{cite web}}: CS1 maint: unrecognized language (link)
  3. "No Hits, Few to Remember". The New Indian Express. Archived from the original on 16 November 2015. Retrieved 2 October 2018.
  4. "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad" (in Odia). 21 September 2018. Archived from the original on 19 August 2020. Retrieved 19 August 2020.{{cite news}}: CS1 maint: unrecognized language (link)
  5. "ଆର୍କାଇଭ୍ କପି". Archived from the original on 2016-03-30. Retrieved 2016-04-15. {{cite web}}: Cite has empty unknown parameter: |1= (help)
  6. "ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ 'ଲାଗେ ପ୍ରେମ ନଜର'". ସମ୍ବାଦ. ଭୁବନେଶ୍ୱର: sambad.in. 8 July 2022. Archived from the original on 24 October 2022. Retrieved 24 October 2022.
  7. "ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍‌ ଭୂମିକା | Sambad". 3 September 2018. Archived from the original on 19 August 2020. Retrieved 19 August 2020.
  8. http://www.telegraphindia.com/1140330/jsp/frontpage/story_18133748.jsp#.VxDbVjEwDSg
  9. "ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା ! | Sambad". Sambad. 30 August 2018. Retrieved 31 August 2018.
  10. "Jaydev Puraskar for Bijay". The New Indian Express. Archived from the original on 7 May 2016. Retrieved 2 October 2018.

ବାହାର ଆଧାର ସମ୍ପାଦନା