ଗୋପାଳ ଶର୍ମା

ଭାରତୀୟ କ୍ରିକେଟ ଖେଳାଳି

ଗୋପାଳ ଶର୍ମା  ଶବଦ ବିଷୟରେ pronunciation (ଜନ୍ମ 3 ଅଗଷ୍ଟ , 1960 , କାନପୁର ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ 1985 ମସିହାରୁ 1990 ମସିହା ଭିତରେ  5ଟି ଟେଷ୍ଟ ଓ 11ଟି ଏକଦିବଶୀୟ ଖେଳିଥିଲେ ।ସେ ଜଣେ ଅଫ-ସ୍ପିନର ଥିଲେ । ଦଳ ପାଇଁ ରବି ଶାସ୍ତ୍ରୀ , ଶିବରାମକୃଷ୍ଣାନ , ମନିନ୍ଦର ସିଂହ , ଅର୍ଶଦ ଅୟୁବ , ଶିବଲାଲ ଯାଦବ ଓ ନରେନ୍ଦ୍ର ହିର୍ବାଣିଙ୍କ ପରି ପ୍ରତିଷ୍ଠିତ ସ୍ପିନର ରହିଥିବାରୁ ସେ ସ୍ଥାନ ପାଇବାରେ ଅସଫଳ ହଉଥିଲେ । [୧]

କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm offbreak
Career statistics
ପ୍ରତିଯୋଗିତା Tests ODIs
ମ୍ୟାଚ ସଂଖ୍ୟା 5 11
ମୋଟ ରନ 11 11
ବ୍ୟାଟିଂ ହାର 3.66 5.50
ଶତକ/ଅର୍ଦ୍ଧଶତକ -/- -/-
ସର୍ବାଧିକ ରନ 10* 7
ବଲ ସଂଖ୍ୟା 1307 486
ଉଇକେଟ 10 10
ବୋଲିଂ ହାର 41.79 36.10
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - n/a
ସବୁଠୁ ଭଲ ବୋଲିଂ 4/88 3/29
କ୍ୟାଚ/ଷ୍ଟମ୍ପିଙ୍ଗ 2/- 2/-
Source: [୧], 4 February 2006

 ସେ ସ୍ୱାଧୀନତା ପରେ ଉତ୍ତର ପ୍ରଦେଶରୁ ଭରତ ପାଇଁ ଖେଳିଥିବା ପ୍ରଥମ କ୍ରିକେଟର ଥିଲେ । ସେ 2004 ଓ 2005 ମସିହାରେ ଭାରତୀୟ ଚୟନସମିତିର କେନ୍ଦ୍ର ଜୋନ ପାଇଁ ସଦସ୍ୟ ଥିଲେ ।  .[୨]

ଆଧାର  ସମ୍ପାଦନା

  1. "Gopal Sharma". Cricinfo. Retrieved 22 January 2010.
  2. "More and Roy retained as selectors". Cricinfo. 30 September 2004. Retrieved 22 January 2010.