[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Gokak
ಗೋಕಾಕ್ / ಗೋಕಾಕ
city
Gokak Falls
Country India
StateKarnataka
RegionBayaluseeme
DistrictBelgaum district
Government
 • AdministratorShri. Ramesh Laxmanrao Jarkiholi [୧]
 • TahsildarShri. Audram A.[୨][୩]
Area
 • ସମୁଦାୟ33.05 km2 (12.76 sq mi)
Elevation
570 m (1,870 ft)
Population
 (2011)
 • Total୧,୩୫,୭୭୩ [୪]
 • Density2,032.38/km2 (5,263.8/sq mi)
Languages
 • OfficialKannada
Time zoneUTC+5:30 (IST)
PIN
591 307
Telephone code918332
ଯାନବାହାନ ପଞ୍ଚୀକରଣKA-49
Sex ratio986[୪][୫] /
Websitewww.gokakcity.gov.in


ଗୋକାକ ଏକ ଭାରତୀୟ ନଗର ପୋରପାଳିକା (City Municipal Council) ଅଟେ । ଏହା କର୍ଣ୍ଣାଟକର ବେଲ୍ଗଉମ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ଗୋକାକ ୧୬.୧୬୮୨ ଉତ୍ତର ଅକ୍ଷାଂଶ ଓ ୭୪.୮୨୨୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୧୭ ଫୁଟ ଉଚ୍ଚତାରେ ରହିଛି ।[୬]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୋକାକ ସହରର ମୋଟ ଜନସଂଖ୍ୟା ୬୭୧୬୬ ଅଟେ ।[୭] ସେଥି ମଧ୍ୟରୁ ୫୦.୯୭% ଜଣ ପରୁଷ ହୋଇଥିବା ବେଳେ ୪୯.୦୩% ଜଣ ନାରୀ ଅଟନ୍ତି । ଗୋକାକର ସାକ୍ଷରତା ହାର ୬୬.୯୬% ଅଟେ । ଏହା ଜାତୀୟ ହାରଠାରୁ -୨.୧୨% ପ୍ରତିଶତ କମ ଅଟେ । ସେଥିରୁ ୩୭.୭୨% ପ୍ରତିଶତ ପୁରୁଷ ଓ ୨୯.୨୪% ନାରୀ ଅଟନ୍ତି । ୧୩.୦୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୭]

ଭାଷା ସମ୍ପାଦନା

କନ୍ନଡ ଗୋକାକର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "List of MLA's and MP's from Belgaum division". Regional Commissioner of Belgaum, Govt. of Karnataka. 10 April 2012. Archived from the original on 24 December 2014. Retrieved 10 April 2012.
  2. "Belgaum district Administrators". National Informatics Center, Govt. of India. Archived from the original on 2014-09-24. Retrieved 2015-10-01.
  3. "Gokak Tahsildar Audram Abdulrahman Secures PhD for Thesis on NGOs". Mangalorean.com. 28 November 2012. Retrieved 24 May 2013.
  4. ୪.୦ ୪.୧ "Belgaum District Stats". City Municipal Commissioner of Belgaum, Govt. of Karnataka. 10 July 2012. Archived from the original on 12 May 2013. Retrieved 25 May 2013.
  5. "Population Census of Karnataka, 2011" (PDF). Government of India.
  6. "Directory of Cities, Towns, and Regions in India". Retrieved 27 September 2015.
  7. ୭.୦ ୭.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା