ଗୁରୁବାରୀ ମେହେର

ଭାରତର ସ୍ୱାଧୀନତା ସଂଗ୍ରାମୀ

ଗୁରୁବାରୀ ମେହେର, ବ୍ରିଟିଶ ଶାସନ ଶେଷ କରିବା ସଂଗ୍ରାମର ଏକ ଅଂଶ ଭାବେ ଭାରତର ଜଣେ ରାଜାଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ପ୍ରଜା ମଣ୍ଡଳରେ ତାଙ୍କର ଯୋଗଦାନ, ଏହି ଅବଦାନର ଛୋଟିଆ ସୂଚନା ବ୍ୟତୀତ ତାଙ୍କ ସମ୍ବନ୍ଧରେ ଆଉ କେଉଁଠି ଜାଣିବାକୁ ମିଳେନି । ଭାରତ ସ୍ୱାଧୀନତା ପାଇବାର ଅଳ୍ପ କିଛି ମାସ ପୂର୍ବରୁ, ୨୮ ଜାନୁଆରୀ ୧୯୪୭ରେ, ପ୍ରାଦେଶିକ ରାଜ୍ୟ ସୋନପୁରର ରାଜା ବିନିକାରେ ଆତଙ୍କ ହେତୁ କିଛି ଅଞ୍ଚଳ ହରାଇଥିଲେ । ରାଜାଙ୍କ ବ୍ରିଟିଶ୍ ପ୍ରୀତି ପାଇଁ ଲୋକମାନେ ଆନ୍ଦୋଳନ କରିଥିଲେ । ଗୁରୁବାରୀ ମେହେରଙ୍କ ନେତୃତ୍ୱରେ, ୨୦୦୦୦ ସ୍ୱାଧୀନତା ସଂଗ୍ରାମୀ ରାଜାଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ କରିଥିଲେ । ପୋଲିସ୍‌ର ଲାଠି ଚାଳନାରେ ଗୁରୁବାରୀଙ୍କର ମୃତ୍ୟୁ ହୋଇଥିଲା । ସମ୍ବଲପୁରରୁ ପ୍ରକାଶିତ ଦୈନିକ ଆଶାରେ, 'ଭିକ୍ଟରି ଫର୍ ଦି ପିପୁଲ୍ ଅଫ୍ ସୋନ୍ପୁର୍' ଶୀର୍ଷକରେ ଏକ ଖବର ବାହାରିଥିଲା, ଯାହା ତାଙ୍କର ଅବଦାନର ଏକମାତ୍ର ସାକ୍ଷୀ ।[୨]

ଗୁରୁବାରୀ ମେହେର
ଗୁରୁବାରୀ ମେହେର
Died୩୦ ଜାନୁଆରୀ ୧୯୪୭[୧]
Nationalityଭାରତୀୟ
Occupationଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ଆଧାର ସମ୍ପାଦନା

  1. D. P. Mishra (1998). People's Revolt in Orissa: A Study of Talcher. Atlantic Publishers & Dist. pp. 48–. ISBN 978-81-7156-739-3.
  2. Riyan Ramanath, V (୧୫ ଅପ୍ରେଲ ୨୦୧୧). "Valiant woman freedom fighter remains unsung". Times of India. Archived from the original on 2012-11-05. Retrieved 17 April 2018. {{cite news}}: Check date values in: |date= (help)