[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Gurdaspur
ਗੁਰਦਾਸਪੁਰ
City
Mechanical Block
Mechanical Block
ଦେଶIndia
ରାଜ୍ୟPunjab
ଜିଲ୍ଲାGurdaspur
Area
 • ସମୁଦାୟ1,369 km2 (529 sq mi)
Elevation
241 m (791 ft)
Population
 (2011)
 • Total୭୫,୫୪୯
 • Density649/km2 (1,680/sq mi)
ଭାଷା
 • ସରକାରୀPunjabi
Time zoneUTC+5:30 (IST)
PIN
143521
ଯାନବାହାନ ପଞ୍ଚୀକରଣPB 06
Websitegurdaspur.nic.in

ଗୁରଦାସପୁର ଏକ ଭାରତୀୟ ପୌରପାଳିକା ଅଟେ। ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଗୁରଦାସପୁର ୩୨.୦୩୮୪ ଉତ୍ତର ଅକ୍ଷାଂଶ ଓ ୭୫.୪୦୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ। ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୁରଦାସପୁର ସହରର ମୋଟ ଜନସଂଖ୍ୟା ୧୨୬୬୪୬ ଅଟେ ।[୨] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି। ଗୁରଦାସପୁରର ସାକ୍ଷରତା ହାର ୭୧.୮୦% ଅଟେ। ଏହା ଜାତୀୟ ହାରଠାରୁ ୬.୯୬% ପ୍ରତିଶତ କମ ଅଟେ। ସେଥିରୁ ୩୯.୪୮% ପ୍ରତିଶତ ପୁରୁଷ ଓ ୩୨.୩୩% ନାରୀ ଅଟନ୍ତି। ୧୧.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି।[୨]

ଭାଷା ସମ୍ପାଦନା

ପଞ୍ଜାବୀ ଗୁରଦାସପୁରର ସରକାରୀ ଭାଷା ଅଟେ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା