[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Giridih
गिरिडीह
big town
Country India
StateJharkhand
DistrictGiridih district
Named forSurrounded by mountains(Giri)
Elevation
289 m (948 ft)
Population
 (2011)
 • Total୧,୪୩,୫୨୯
Languages
 • OfficialHindi, Santali
Time zoneUTC+5:30 (IST)
PIN
815301
Telephone code0-6532
Websitewww.giridih.nic.in


ଗିରିଦିହ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଝାଡ଼ଖଣ୍ଡର ଗିରିଦିହ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ଗିରିଦିହ ୨୪.୧୮୫୬ ଉତ୍ତର ଅକ୍ଷାଂଶ ଓ ୮୬.୩୦୭୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୭୧ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗିରିଦିହ ସହରର ମୋଟ ଜନସଂଖ୍ୟା ୭୯୩୫ ଅଟେ ।[୨] ସେଥି ମଧ୍ୟରୁ ୫୧.୨୯% ଜଣ ପରୁଷ ହୋଇଥିବା ବେଳେ ୪୮.୭୧% ଜଣ ନାରୀ ଅଟନ୍ତି । ଗିରିଦିହର ସାକ୍ଷରତା ହାର ୬୪.୪୪% ଅଟେ । ଏହା ଜାତୀୟ ହାରଠାରୁ ୦.୪୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୫୯% ପ୍ରତିଶତ ପୁରୁଷ ଓ ୨୬.୮୪% ନାରୀ ଅଟନ୍ତି । ୧୬.୩୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ଓଡ଼ିଆ, ହିନ୍ଦୀ ଗିରିଦିହର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା