ଗାଇରୋସ୍କୋପ (English: Gyroscope) ହେଉଛି ଏକ ଯନ୍ତ୍ର ଯାହାକି ଅପେକ୍ଷାକୃତ ଓଜନିଆ ଘୂର୍ଣ୍ଣନ ଚକ୍ରି (spinning rotor)ଦ୍ୱାରା ତିଆରି ହୋଇଥାଏ । ଏହା ଚକ୍ରି (rotor)ର କୌଣସି ପ୍ରକାରର ଅକ୍ଷ ପରିବର୍ତ୍ତନକୁ ପ୍ରତିରୋଧ କରେ । ଘୂରୁଥିବା ନଟୁ ଏହାର ଏକ ଉଦାହରଣ ଅଟେ । ଆଧୁନିକ ସମାଜରେ ଏହାର ବହୁତ ବ୍ୟବହାର ପରିଲକ୍ଷିତ ହେଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହାର ବ୍ୟବହର ବିଶେଷ କରି ଉଡାଜାହାଜ, ଜାହାଜ ,ବମ୍‌ସାଇଟ୍ (Bombsight), କ୍ଷେପଣାସ୍ତ୍ର ଇତ୍ୟାଦି କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଉଛି ।

ଏକ ଗଇରୋସ୍କୋପ

ବ୍ୟାଖ୍ୟା ସମ୍ପାଦନା

 
Diagram of a gyro wheel. Reaction arrows about the output axis (blue) correspond to forces applied about the input axis (green), and vice versa.


 
Animation of a gyro wheel in action

ଇତିହାସ ସମ୍ପାଦନା

ଧର୍ମ ସମ୍ପାଦନା

ବିବିଧତା ସମ୍ପାଦନା

ଆଧୁନିକ ବ୍ୟବହାର ସମ୍ପାଦନା

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା